Wednesday, November 19, 2025

ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ|Sishu Besare Jishu Raja // Salman Paul // Donton Raulo// Bapi Samal // New Christmas song2025


  • SONG : ଶିଶୁ ବେଶରେ ଯୀଶୁରାଜା
  • SINGER : SALMAN PAUL
Contact : 8280628830
  • LYRICS & MUSIC : DONTON RAULO
(9668501529)
  • ARRANGEMENT : BAPI SAMAL
  • PRODUCER : SOLOMON LIMMA
Contact : (9692385263)
  • RECORDING & MIX : MRR STUDIO , CTC
(
FULL LYRICS )
ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ
ଧରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ
ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ
ଧରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ ×2
ଭାବବାଣୀ ଯାହା ପୂରଣ କଲେ
ଖୁସିର ସମ୍ବାଦ ସଭିଙ୍କୁ ଦେଲେ.....×2...
=1=
ସେ ଶିଶୁ ଆଜି ସଭିଙ୍କର ପାଇଁ ଆଶାଭରା ଆଲୋକ ହେଲା ସେ ଶିଶୁ ଯୀଶୁ ଅଶାନ୍ତିର ପ୍ରାଣେ ଶାନ୍ତିର ଖବର ଦେଲା ସେ ଶିଶୁ ଆଜି କଳୁଷିତ ପ୍ରାଣେ ନବ ଆଶା ସଞ୍ଚାରି ଦେଲା ସେ ଶିଶୁ ଯୀଶୁ ଦୁଃଖୀର ଜୀବନେ ସାନ୍ତ୍ୱନାର ବାରତା ହେଲା ପରିତ୍ରାଣ ଭବେ ଉଦିତ ହେଲେ ପାପୀର ଯାତନା ଦୂର ସେ କଲେ ...×2.......
=2= ସେ ଶିଶୁ ଜନ୍ମି ମୁକତି କର୍ତ୍ତାର ଅପେକ୍ଷାକୁ ଶେଷ କରିଲା ସେ ଶିଶୁ ପାଇଁ ଅନୁଗ୍ରହ ଯୁଗ ଆଜିଠୁ ଆରମ୍ଭ ହେଲା ସେ ଶିଶୁ ଜନ୍ମି ବିନଷ୍ଟ ହେବାର ଡର ଭୟ ଦୂର କରିଲା ସେ ଶିଶୁ ଆଜି ପାପୀର ଜୀବନେ ଉଦ୍ଧାରର ପଥ ଖୋଲିଲା
ମନୁଷ୍ୟର ମଧ୍ୟେ ପ୍ରଭୁ ଜନ୍ମିଲେ  

ଖୁସିର ଜୁଆର ଜଗତେ ଦେଲେ...×2........

=ସମାପ୍ତ= 

Powered By Blogger

Letest Post

BIJAYA SANGITA GAO RE MHRUTYUNJAYI JISU NAMARE LYRICS SONG ODIA RISEN SONG ||PUNNARUTHANA LYRICS SONG ODIA CHRISTIAN SONG LYRICS ||PUNNARUTHANA SONG ODIA SONG NEW CHRISTIAN SONG NEW DEVOTIONAL ODIA SONG ||CHRISTIAN SONG

  BIJAYA SANGITA GAO RE MHRUTYUNJAYI JISU NAMARE LYRICS SONG ODIA RISEN SONG ||PUNNARUTHANA LYRICS SONG ODIA CHRISTIAN SONG LYRICS ||PUNNARU...

Letest Update