Sunday, February 15, 2026

JIBANARA SWASABAYU || ଜୀବନର ଶ୍ୱାସବାୟୁ || HUMANE SAGAR NEW ODIA CHRISTIAN SONG || AMIT BADANAYAK||JISU NAMA MORA HRUDHE THAU HOO ||JIBANARA SWASA BAYU ODIGALE UDI JAU ||DEVOTIONAL ODIA CHRISTIAN SONG NEW ||NEW CHRISTIAN SONG ODIA ||

 "FULL LYRICS "

ଜୀବନର ......
ଶ୍ୱାସ ..ବାୟୁ ,ଉଡ଼ିଗଲେ....
ଉଡ଼ି...ଯାଉ......
ଯୀଶୁ ନାମ ହୃଦେ, ଥାଉ......

ଜୀବନର ଶ୍ୱାସବାୟୁ ଉଡ଼ିଗଲେ ଉଡ଼ିଯାଉ-2x
ଯୀଶୁ ନାମ ମୋର ହୃଦେ ଥାଉ..ହୋ -2x
(ଏଇ ଆକାଶ ଲୋପ ପାଇଲେ ଲୋପ ପାଉ
ଏଇ ପୃଥିବୀ ବିନାଶ ହେଲେ ହେଇ ଯାଉ)..(୨ଥର) -ହୋ
ହୋ ଯୀଶୁ ନାମ ସଦା ପୂଜା ପାଉ..
ଯୀଶୁ ନାମ ମୋର ହୃଦେ ଥାଉ..ହୋ..-2x
=1=
ମୋ ଛାତିର ସ୍ପନ୍ଦନ ଚାଲୁଥିବ ଯେତେଦିନ
ଭଜି ଭଜି ଯୀଶୁ ନାମ ବିତାଇବି ମୋ ଜୀବନ.
ହୋ ..ଆସୁ ଯେତେ ବାଧା ବିଘ୍ନ ନିନ୍ଦା ଆଉ ଅପମାନ
ଛାଡିବିନି ଯୀଶୁ ନାମ ଜୀବନରେ କଦାଚନ.
(ଏଇ ସୂରୁଜ ବୁଡ଼ି ତ ଗଲେ ବୁଡ଼ି ଯାଉ
ଏଇ ଚନ୍ଦ୍ରମା ଲୁଚି ତ ଗଲେ ଲୁଚି ଯାଉ)....(୨ଥର)-ହୋ
ଯୀଶୁ ନାମ ସଦା ପୂଜା ପାଉ -ହାଏ
ଯୀଶୁ ନାମ ମୋର ହୃଦେ ଥାଉ..ହୋ..-2x
=2=
ମୋ ପଶ୍ଚାତ ବିଷୟ ମନରୁ ଦୂରେଇ ଦେବି
ସମ୍ମୁଖ ବିଷୟ ପ୍ରତି ସର୍ବଦା ଦୃଷ୍ଟି ରଖିବି..
ହେ ଏ .....ସ୍ୱର୍ଗୀୟ ଆହ୍ୱାନ ପାଇଁ ପ୍ରାଣପଣ ମୁଁ କରିବି
ଯୀଶୁଙ୍କ ବିଷୟ ଭାବି ଲକ୍ଷ୍ୟ ପଥେ ମୁଁ ଯିବି...
(ଝଡ଼ ବତାସ ଘେରି ଆସିଲେ ଘେରି ଯାଉ
ମହା ବିପଦ ମାଡ଼ି ଆସିଲେ ମାଡ଼ି ଯାଉ)..(୨ଥର)- ହୋ
ହୋ .. ଯୀଶୁ ନାମ ସଦା ପୂଜା ପାଉ.
ଯୀଶୁ ନାମ ମୋର ହୃଦେ ଥାଉ..ହୋ..
ଆ..... ଆ..... ଆ..... ଆ.....
=ସମାପ୍ତ=

JIBITA PRABHUNKA AARADHANA ||New Christian song odia ||Amit pani Gospel singer ||New christian odia song prabhunka aaradhana||Halleluya hosana new christian devotional song ||jibita prabhunka aaradhana ||prabhunkara aaradhana new song ||Amit pani &Tarulata naik singers ||

 🙏 Song : ଜୀବିତ ପ୍ରଭୁଙ୍କ ଆରାଧନା

🎤 Singer : Gospel Singer AMIT PANI & TARULATA NAYAK 🎼 Music Arrangement : Smile Pani ✍️ Writer/Composed : TARULATA NAYAK Mixing & Mastering : Shakti Bhai Studio : MRR Studio CTC 🎬 Video/Edit : Br. PRAMENDRA

"LYRICS"

ଜୀବିତ ପ୍ରଭୁଙ୍କ ଆରାଧନା,
ପବିତ୍ର ପ୍ରଭୁଙ୍କ ଆରାଧନା -A/G
ସେ ମହାନ ଅତି ପ୍ରଶଂସନୀୟ
ସକଳ ଦେବତା ମଧ୍ୟେ ଭୟ ଯୋଗ୍ୟ -A/G
ହାଲେଲ୍ଲୁୟା.... ହା ହା...ହାଲେଲ୍ଲୁୟା ..
ହୋଶାନା ( x2 )-A/G =(BOTH)
=୧ =
କରିବି ମୁଁ ପ୍ରତିଷ୍ଠା ରାଜାଧିରାଜାଙ୍କ,
କରିବି ତାଙ୍କରି ନାମକୁ ଉନ୍ନତ -A
ଆକାଶ ରୁ ଉଚ୍ଚ ଆମ ପରମେଶ୍ୱର
ସକଳ ଗୋଷ୍ଠୀ ଉପରେ ପ୍ରଭୁ ମହାନ -G -2x

ନାହିଁ ତାଙ୍କ ତୁଲ୍ୟ କେହି ଈଶ୍ୱର ( x2 )-a/g ସେ ମହାନ ଅତି ପ୍ରଶଂସନୀୟ ସକଳ ଦେବତା ମଧ୍ୟେ ଭୟ ଯୋଗ୍ୟ ( x2 )-a/g ହାଲେଲ୍ଲୁୟା...ହାହା...ହାଲେଲ୍ଲୁୟା .. ହୋଶାନା ( x2 )-
A/G =(BOTH)
=୨=
ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ,
ଧର୍ମିକତା ନ୍ୟାୟକୁ ସେ କରନ୍ତି ପ୍ରେମ -g
ସୂର୍ଯ୍ୟର ଉଦୟ-ସ୍ଥାନରୁ ଅସ୍ତ-ସ୍ଥାନ
ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ-a =2x

ନାହିଁ ତାଙ୍କ ତୁଲ୍ୟ କେହି ଈଶ୍ୱର ( x2 ) ସେ ମହାନ ଅତି ପ୍ରଶଂସନୀୟ ସକଳ ଦେବତା ମଧ୍ୟେ ଭୟ ଯୋଗ୍ୟ ( x2 ) ହାଲେଲ୍ଲୁୟା...ହାହା...ହାଲେଲ୍ଲୁୟା ..
ହୋଶାନା ( x2 ) -A/G =(BOTH)
=ସମାପ୍ତ =

Turi Bajiba Seta Turi Bajiba ||Odia christian song new 2026 ||Barshat pani & Dipti Rekha ||Sesa Turi Bajiba by stylestudio||Sesa turi dyani bajiba ||New Christian devotional song 2026|| Turi ||new DEVOTIONAL SONG 2026

Singer : Deeptirekha & Barsat Pani Lyrics : Rajani Nayak (BBSR) Music : Sundar Kumar Music Arrangements : Kumar Mantu Producer : Sundar Kumar Pani Poster : Parsuram Sagaria Recording & mixing : Prativa Studio (CTC) DOP : Style Studio 🎼 Channel : Style Studio Music 4U

🎶 Full Song lyrics

.............................

ତୂରୀ ବାଜିବ....
ଶେଷ ତୂରୀ ବାଜିବ...2 x b
ଆସୁଛନ୍ତି ଯୀଶୁ ରାଜା ମେଘ ରଥେ ଦୂତ ସାଥେ
ଭେଟିବା ପାଇଁ କି ପ୍ରସ୍ତୁତ ହୁଅ ସମସ୍ତେ-g/b ।

ସୂର୍ଯ୍ୟ ଲୁପ୍ତ ହେବ ଧରା କମ୍ପିବ
ସାରା ଜଗତରେ ମୃତ୍ୟୁ ଶୁଭିବ -g
ସାଧୁ ଉଠାଯିବେ ପାପି ରହିବ
ମହା ବିଳାପର ଦିନ ଆସିବ-b
ତୂରୀ ବାଜିବ.....3 x g /b
ଶେଷ ତୂରୀ ବାଜିବ
=1=
ଅକ୍ଷୟ ଶରୀର ପ୍ରାପ୍ତ ହୋଇ
ମୃତ୍ୟୁ ଉପରେ ହେବା ଜୟୀ
ଜୀବନର କର୍ତ୍ତା ଯୀଶୁ ରାଜା
ଆସୁଛନ୍ତି ସେ ନେବା ପାଇଁ -g/b
ଯୀଶୁ ଠାରେ ଯିଏ ଶେଷ ଯାଏଁ ଥିବ
ଚକ୍ଷୁ ପଲକରେ ରୂପାନ୍ତର ହେବ -g/b
ତୂରୀ ବାଜିବ -2x
ଶେଷ ତୂରୀ ବାଜିବ -2x g/b
=2=
ଶୟତାନ ପରାଜିତ ହେବ
ମୃତ୍ୟୁ ନାହୁଡ଼ ଭାଙ୍ଗି ଯିବ
ଅମରତା ବସ୍ତ୍ର ପ୍ରାପ୍ତ ହୋଇ
ମର୍ତ୍ତ୍ୟ ଶରୀର ହେବ ଜୟୀ -g/b ହୋ
ଯୀଶୁ ଠାରେ ଯିଏ ଶେଷ ଯାଏଁ ଥିବ
ଚକ୍ଷୁ ପଲକରେ ରୂପାନ୍ତର ହେବ -g /b
ତୂରୀ ବାଜିବ......3 x b
ଶେଷ ତୂରୀ ବାଜିବ
=ସମାପ୍ତ =

Friday, February 6, 2026

gouraba maya raja mora lyrics odia christian song||New odia christian odia song lyrics ||new christian song ||singer lipsa odia christian song ||new devotional odia song ||odia christian song lyrics

ଗୌରବ ମୋୟ ,ପ୍ରଭୁ ମୋର 

ତୁମେ ଅନାଦି ,ତୁମେ ଅନନ୍ତ ଈଶ୍ଵର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ପଥ ସତ୍ୟ ବନ୍ଧୁ ଏ ଜଗତର 

ତୁମେ ପରା ମୋର ଯୀଶୁ  ଗୋଳା ର ହାର 

ତୁମ ବିନା କିଛି ନାହି ଜଗତେ ମର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

=1=

ମୋ ଶରୀର ଜୀବନ ,ଅଟେ ଯେ ତୁମ ଦାନ 

କି ବଲି ଭୁଲିବି ପ୍ରଭୁ ତୁମରି ପ୍ରେମ 

ଦେଈ ଅଛ ଜୀବନ ,ଆହେ ମହା ମହିମ

ଭୁଲିପରିବିନି ତୁମ ମଙ୍ଗଳ ଦାନ 

ତୁମେ ପଥ ସତ୍ୟ ବନ୍ଧୁ ଏ ଜଗତର 

ତୁମେ ପରା ମୋର ଯୀଶୁ  ଗୋଳା ର ହାର 

ତୁମ ବିନା କିଛି ନାହି ଜଗତେ ମର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

=2=

କି ଦେଈ ଫୁଜିବି ମୁ ପ୍ରଭୁ ଯୀଶୁ ତୁମକୁ 

ଯାହା ଅଛି ସବୁ ପରା ତୁମରି ଦାନ 

ହୋ ...ମୁଯେ ଦିନ ହିନ କୁ କଲ ପ୍ରଭୁ ନିର୍ମାଣ 

କରିବାକୁ ସଦା ପ୍ରଭୁ ପ୍ରଶଂସା ଗାନ 

ତୁମ ବିଧିରୂପ ପଥ ମତେ ଶିଖାଅ 

ତୁମ ମୁଖରୁ ନିର୍ଗତ ଜ୍ଞାନ ହେ ଦିଅ -2 ଥର 

ବଞ୍ଚିବି ମୁ ତୁମ ପାଇଁ ହେ ଯୀଶୁ ମର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

=ସମାପ୍ତ =

He swarba sakti mana odia christiansong lyrics ||new odia christian song lyrics ||he sarbasakti mana new christian odia song ||he parameswara mahana ||new christian odia song new 2026||Tume adhi tume anta tume hiin jibana ||new odia devotional song lyrics

Fu

ll Lyrics👇

ହେ ସର୍ବଶକ୍ତିମାନ
ହେ ଯୀଶୁ ଦୟାବାନ -2ଥର
ତୁମେ ଆଦି ,ତୁମେ ଅନ୍ତ
ତୁମେ ପଥ ତୁମେ ସତ୍ୟ
ତୁମେ ହି ଜୀବନ........
ହେ ସର୍ବଶକ୍ତିମାନ
ହେ ଯୀଶୁ ଦୟାବାନ -2ଥର
=1=
ତୁମରି ମହିମା ଗାଏ ସାରା ଏ ପୃଥିବୀ
ତୁମରି ଗାରିମା ରାତିଦିନ ଗାଉଥିବି -2 ଥର
ହୋ ..ତୁମରି ଦୟାରେ ଯେତେଦିନ ବଞ୍ଚିଥିବି
ତୁମରି ସେବାରେ ଜୀବନକୁ କାଟୁଥିବି-2 ଥର
ତୁମେ ଆଦି ତୁମେ ଅନ୍ତ
ତୁମେ ପଥ ତୁମେ ସତ୍ୟ
ତୁମେହି ଜୀବନ.......
ହେ ସର୍ବଶକ୍ତିମାନ
ହେ ଯୀଶୁ ଦୟାବାନ -2ଥର
=2=
ମରଣ ବିଜୟି ଯୀଶୁ ସର୍ବଶକ୍ତିମାନ
ଜୀବନ ଦେଈ ଦେଈଛନ୍ତି ପରିତ୍ରାଣ -2ଥର
ହୋ ...ମଧୁର ସୁନ୍ଦର ସେହି ଏକ ଯୀଶୁ ନାମ
ଗାଅରେ ଆନନ୍ଦେ ପ୍ରିୟତମ ମଧୁନାମ -2 ଥର
ତୁମେ ଆଦି ତୁମେ ଅନ୍ତ
ତୁମେ ପଥ ତୁମେ ସତ୍ୟ
ତୁମେହି ହି ଜୀବନ.......
ହେ ସର୍ବଶକ୍ତିମାନ
ହେ ଯୀଶୁ ଦୟାବାନ -2ଥର
=ସମାପ୍ତ =
==

suna mo prarthana lnew odia christian song lyrics ||odia prarthana lyrics ||new devotional prarthana gita ||suna mara prarthana ||new 2026 christian song for praying ||suno mo prarthana ||prarthana ghena mora prabhu lyrics ||new song 2026

LYRICS 👇"

ତୁମ ବିନା , ଏ ଜଗତେ
ଶୁଣିବ ଯେ ମୋ ପ୍ରାର୍ଥନା
ଶୁଣ ମୋ ପ୍ରାର୍ଥନା (୪)
ତୁମ ବିନା..... (୨) କିଏ ? ଏ ଜଗତେ
ଶୁଣିବ ଯେ ମୋ ପ୍ରାର୍ଥନା
ଶୁଣ ମୋ ପ୍ରାର୍ଥନା -4ଥର
=୧=
ଦୁଃଖେ ପୂର୍ଣ୍ଣ ,ଏ ପ୍ରାଣ ମୋର
ଦୁଃଖେ ବିତେ ,ଦିନ ମୋହର
ତୁମେ ଯଦି ମୋତେ ଦୂର କର
ଜଗତରେ ହେବି କାହାର ? -2ଥର ହୋ ...
ତୁମ ଛଡ଼ା ....(୨)କିଏ ? ଏ ଜଗତେ
ବୁଝିବ ମୋ ହୃଦ ବେଦନା
ଶୁଣ ମୋ ପ୍ରାର୍ଥନା -4ଥର
=୨=
ଯୀଶୁ ମୋର ହେ ଦୟାକର
ଆସିଅଛି ପଦେ ତୁମର
କ୍ଷମା କର ପାପ ମୋହର
ଶାନ୍ତି ଦିଅ ଜୀବନେ ମୋର -2ଥର
ଆ ......
ତୁମ ବିନା......(୨) କିଏ ? ଏ ଜଗତେ
ଶୁଣିବ ଯେ ମୋ ପ୍ରାର୍ଥନା -4 ଥର \
=ସମାପ୍ତ =

new christian odia song ||dhanyabada heu stuti prasangsa heu ||sadaprabhu tuma namare ||mo trana kartanka namare ||apana gyanare tume||dhanyabada heu prasanga gita odia full lyrics song ||devotional christian odia song ||new christian devotional song ||new 2025

🎧 Singer – Surabhi Sister 🎧 Music Arrangement - Smile Pani 🎧 Lyrics – Ujjwala Keshari Bibar 🎧 Recorded - Christian Gallary Studio, Semiliguda 🎧 Mixing & Mastering - Bikram Takri 🎧 Video \ Edit - Prasanta Sungadu

 "Full Lyrics "

ଧନ୍ୟବାଦ ହେଉ ସ୍ତୁତି ପ୍ରଶଂସା ହେଉ
ହେ ସଦାପ୍ରଭୁ ତୁମ ନାମରେ...
ଜୟ ଜୟ କାର ହେଉ
ପୂଜା ବନ୍ଦନା ହେଉ..
ମୋ ପ୍ରିୟ ଯୀଶୁଙ୍କ ନାମରେ ..... (୨ଥର)
ମୋ ତ୍ରାଣକର୍ତ୍ତାଙ୍କ ନାମରେ...
=1=
ଆପଣା ଜ୍ଞାନରେ ତୁମେ ଏ ଜଗତ ସ୍ଥାପନ କଲ।
ଆପଣା ବୁଦ୍ଧିରେ ତୁମେ ଆକାଶ ବିସ୍ତାର କଲ.... (୨ଥର)
ତୁମେ ପ୍ରଭୁ ପ୍ରତି ଆତ୍ମାର
ତୁମେ ରାଜା ସବୁ ଗଷ୍ଟିର.... ଅ..... (୨ଥର)
=2=
ସକଳ ସୃଷ୍ଟିର ତୁମେ ଏକ ମାତ୍ର ମୁକ୍ତିଦାତା
ସମସ୍ତ ପ୍ରାଣୀର ତୁମେ ଅଟ ପାଳନ କର୍ତ୍ତା ......(2 ଥର )
ତୁମେ ଆଶା ନିରାଶାର
ତୁମେ ବଳ ଦୁର୍ବଳର
ଧନ୍ୟବାଦ ହେଉ ସ୍ତୁତି ପ୍ରଶଂସା ହେଉ
ହେ ସଦାପ୍ରଭୁ ତୁମ ନାମରେ...
( ସମପ୍ତ )
Product recomend

Sunday, February 1, 2026

Aaya Hu Me Tere Dyare lyrics ||Christian Hindhi Hits Song lyrics || Me Tere Dyare ||Aaya hunn Me Tere dyare ||New Chistian hindhi song ||

Aaya Hu Me Tere Dyare lyrics ||Christian Hindhi Hits Song lyrics || Me Tere Dyare ||Aaya hunn Me Tere dyare ||New Chistian hindhi song ||

"Lyrics "

 Aaaa..... Aaaaa........Aaaaaa

Sasani Sa Sa Sa  Sasani Sa Sa Sa 

Mapama Gamaga Magare Sa

Pama Maa Pa Pa Pa -2tha 

Padhani Sani Dha Pama Dhapaa

Aaya Hunn Me Tere Dyare 

Darshan De Dho Prabhuun-2x

Bho Jagh Ke Rakhwale Yesu Mahi Han Mere 

Darshan De Dho Prabhuun-

Aaya Hunn Me Tere Dyare 

Darshan De Dho Prabhuun-

=1=

Aadi Aur Anthnn Prabhu Tu Hai

Teri Hamm Stuti Karenn 

Tumse Haii Ye Meri Shann Se

Rab Teri Mahima kare -2x

Sabse Tu Uchan Haii

Sabse Tu Sacha Haii

Sabse Bhabhu Tu Mahann

Bho Jagh Ke Rakhwale Yesu Mahi Han Mere 

Darshan De Dho Prabhuun-

Aaya Hunn Me Tere Dyare 

Darshan De Dho Prabhuun-

=2=

Teri Sarann Me Jo Ayee 

Arma Ho Unke Pure ..

Jisne Bhi Dhamath Tera Chun Liya 

Le unko Panahonn Menn-2x

Yesu Tu Datha Hai 

Sabka Tu Khuda Haii 

Karunan Ho Teri Aaapa

Bho Jagh Ke Rakhwale Yesu Mahi Han Mere 

Darshan De Dho Prabhuun-

Aaya Hunn Me Tere Dyare 

Darshan De Dho Prabhuun-

Darshan De Dho Prabhuun-3x

=end=

REHAJEDA DAIBADU KUI CHRISTIAN LYRICS SONG ||HANAK DIGAL SINGER ||NEW JUI REHAGADI CHRISTIAN SONG LYRICS ||REHA JEDA DAI PENUI DAHNA ||ରେହାଜେଡା ଡ଼ାଇବାଦୁ ||NEW KUI CHRISTIAN SONG ||HANAK DIGAL _NEW KUI_CHRISTIAN_VIDEO

Song Language - Kui ( Odisha )

"lyrics "

ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା
ସାପଡ଼ାକା ବେସାନାଇ ଗାଡ଼ିଙ୍ଗା ଏସିନା .
ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା
ସାପଡ଼ାକା ବେସାନାଇ ତାର୍କାଲି ଆଜାନା -2 ଥର
ଡ଼ଃନା ଦଃପାପଙ୍ଗା ଆବ୍ ଗିମାନି ମୁଲା
ପେନୁପାଦା ଆହାନା......
ଯୀଶୁପାଦା ଦହନା ଏହ୍ ପାଆ ଗାଟି ପେନୁ ଇଞ୍ଜାନା
ଯୀଶୁପାଦା ଦହନା ଡ଼ଃନା ମାନି ପେନୁ ଇଞ୍ଜାନା
ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା.......
=1=
ସେଣ୍ଡ ବେଲା ଡାଞ୍ଜୁ ସୁକାଙ୍ଗାନି ଗୁଲେ ଇଟାମାନାଞ୍ଜୁ
ନେଡେ ସରୁ ବାଡି ଟାଣା ସମୂଦ୍ରନି ପିଲ୍ ସା ମାନାଞ୍ଜୁ
ପଟା କାଟି ପ୍ଡିିଉ ପର ଜତଙ୍ଗାନି ଲପ୍କିମାନାଞ୍ଜୁ
ତାଙ୍ଗେ ଦଃପାସେଲୁ ଇପୂର୍ତ୍ତିତାନି ମାଙ୍ଗେ ଇଟାଞ୍ଜାନାଞ୍ଜୁ -2 ଥର (ହୋ )
ରାଜାଙ୍ଗାନି ରାଜେଞ୍ଜୁ ମାଇ ଯୀଶୁ ରାଜେଞ୍ଜୁ
ସେଣ୍ଡ ନେଡେ ଏଆନି ତୁହାନା ଏମ୍ବାଈ ସିଡେଞ୍ଜୁ
ଡ଼ଃନା ଦଃପାପଙ୍ଗା ପାନ୍ବି ମାନି ମୁଲା
ପେନୁପାଦା ଆହାନା......
ଯୀଶୁପାଦା ଦହନା ଏହ୍ ପାଆ ଗାଟି ପେନୁ ଇଞ୍ଜାନା
ଯୀଶୁପାଦା ଦହନା ଡ଼ଃନା ମାନି ପେନୁ ଇଞ୍ଜାନା
ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା.......
=2=
ଡ଼ଃଈ ଆନ୍ଦାରିତା ବୁମ୍ବୁ ଆଇମାସା ଜେଡା ନଆତେଞ୍ଜୁ
ବିକାଲି ସକାଲି ତୁହା ଜିଆନାଇ ରେହା ସିଆତେଞ୍ଜ
ମାଇ ଡ଼ଃଈ ଡ଼ାଇ ଦୁଷ ପିହାନାଇ ମେଲା ଗିଆତେଞ୍ଜୁ
ଜେଡା ନବାଗାଟି ମାଇମୂଲାପେନୁ ଯୀଶୁ ରାଜେଞ୍ଜୁ-2 ଥର (ହୋ )
ରାଜାଙ୍ଗାନି ରାଜେଞ୍ଜୁ ମାଇ ଯୀଶୁ ରାଜେଞ୍ଜୁ
ଏଆନି ତୁହାନା ପୂର୍ତ୍ତିତା ଅଟେ ଗ ସିଡେଞ୍ଜୁ
ଡ଼ଃନା ଦଃପାପଙ୍ଗା ପାନ୍ବି ମାନି ମୁଲା
ପେନୁପାଦା ଆହାନା......
ଯୀଶୁପାଦା ଦହନା ଏହ୍ ପାଆ ଗାଟି ପେନୁ ଇଞ୍ଜାନା
ଯୀଶୁପାଦା ଦହନା ଡ଼ଃନା ମାନି ପେନୁ ଇଞ୍ଜାନା
=ସମାପ୍ତ =
***************************************

KETE PAPE MANA DEBU AHI JAGATARE CHRISTIANNN SONG LYRICS ||SUSHANK SHEKAR NEW CHRISTIAN SONG ||SALIM LIMA LYRICS ||PHERI PHERI AJI TU BANDHU JISUNKA PATHARE ||NEW CHRISTIAN DEVOTIONAL SONG ||NEW CHRITIAN SONG ODIA LYRICS ||KETE PAPE ||ODIA CHRISTIAN SONG LYRICS NEW LATES SONG LYRICS ||NEW 2026 HIT

 "
LYRICS"

ସା ରେଗା ମାପାଦା ପାମା ପା ଗାରେ....  

ସା ରେଗାମାପାଦା ପାଦାପା 

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ -2 ଥର 

ଫେରିଆ ଫେରିଆ ଅଜିତୁ ବନ୍ଧୁ ଯୀଶୁଙ୍କ ପଥରେ 

ଆଗାମୀ କ୍ରଧରୁ ରକ୍ଷା ପାଇଁବୁ ଭୁଜିଯା ତୁ  ତୋରେ -2 ଥର 

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ 

=1=

ଦିନ ତୋର ଗଲାଣି ଅତୀତ କାହାଣୀ ପରେ 

ଭୁଜିବୁ କେବେ ତାଙ୍କ ପ୍ରେମକୁ ସମୟ ଆଉ ନାହିଁ 

ହୋ ..କ୍ଷଣିକ ସୁଖ ପାଇଁ ପାପେ ଦାବମାନ ହୋଇ

ଅନୁଗ୍ରହ କି ପ୍ରଚୁର ବଲି ,ପାପ କରୁଛୁ  ଜାଣି ଜାଣି

ତୁ କେବେ ଫେରିବୁ ,ତୁ କେବେ ଫେରିବୁ -2 ଥର

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ 

=2=

ପାପର ମହା ସାଗରେ ,ବୁଡିଅଛି ତୋର ପ୍ରାଣ 

ଉଦ୍ଧାର କେବେ ପାଇବ ଜାଣିଛି କି ତାର ମନ 

ହୋ ..ଯୀଶୁହି ତୋ ଉଦ୍ଧାର ଜାଣିନୀ କି ତୋ ଜୀବନ 

ସୁଯଗ ଆଜିହିଁ ଅଛି ,ଫେରା ବନ୍ଧୁ ତୋର ମନ 

ତୁ କେବେ ଫେରିବୁ ,ତୁ କେବେ ଫେରିବୁ -2 ଥର

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ -2 ଥର 

ଫେରିଆ ଫେରିଆ ଅଜିତୁ ବନ୍ଧୁ ଯୀଶୁଙ୍କ ପଥରେ 

ଆଗାମୀ କ୍ରଧରୁ ରକ୍ଷା ପାଇଁବୁ ଭୁଜିଯା ତୁ  ତୋରେ 

=ସମାପ୍ତ =

KI BICHITRA E SANSARA NEW LRICS SONG llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR

KI BICHITRA E SANSARA NEW LRICS SONG  llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR

Song Lyrics:-

କି ବିଚିତ୍ର ଏ ସଂସାର ଏ ସଂସାର... (୨ଥର )
ଏ ଆକାଶ ତଳେ ମନୁଷ୍ୟ ମଧ୍ୟରେ.....
କୈାଣସି ବିଷୟ ଉତ୍ତମ ତା ନୁହେଁ.......
କିଛି ବି ତୋ ନୁହେଁ ସାର.....
ସତ୍ୟ ଅଟେ ଏହି ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର.......      
=1=
ଯୀଶୁ ଏକା ଅଟନ୍ତି ଅସାର ରେ ସାର 
ଯୀଶୁ ବିନା ମିଳେ ନାହିଁ ରେ ,କେଉଁ ଠାରେ ପରିତ୍ରାଣ 
ହୋ ...ହୋ ...ହୋ
ଏ ସଂସାର ଅଭିଳାଷ ଅନିତ୍ୟ ମାତ୍ର 
ଯୀଶୁଙ୍କ ବାକ୍ୟ କରିଯା ବେଗେ ଜୀବନେ ତୁ ପାଳନ 
ଆପଣାର ଲୋକେ ଏଠି ସ୍ୱାର୍ଥପର......
ଯୀଶୁ ହିଁ ଅଟନ୍ତି ସବୁ ଠୁ ନିଜର.....
ନେଇ ଯା ଯୀଶୁ ଶରଣ...ହାଏ                    
ସତ୍ୟ ଅଟେ ଏଇ ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର......
=2=
ଏଇତ ସାରା ସଂସାର  ପାପ ର ଘର 
ଛାଡ଼ି ପାପ କର୍ମ ଯୀଶୁଙ୍କୁ ହୃଦେ,କରି ଯା ଧାରଣ 
ହୋ ...ହୋ ...ହୋ
କାରଣ ମନୁଷ୍ୟ ଛାୟା ତୁଲ୍ୟ ସମାନ 
ଅସାର ଜୀବନେ ଅସାର ସଂସାରେ ନୁହେଁ ଏଠି କିଛି ମଙ୍ଗଳ 
କରିଥିଲେ ସିନା ଉତ୍ତମ କରମ.........
ସରଗରେ ଦିନେ ପାଇବୁ ତୁ  ସ୍ଥାନ.......
ନ କର ଆଉ ବିଳମ୍ବ....ହାଏ
ସତ୍ୟ ଅଟେ ଏଇ ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର........
 ...End...
Powered By Blogger

Letest Post

KRUSA UPARE KARE NIBEDANA ||CHRISTIAN NEW CRHRIST DEVOTIONAL SONG FOR GALGATHA REPRESENT ||KRUSHA UPARE DELA NIJA JIBANA 2026

  " LYRIC'S" କୃଶ ଉପରେ / ଗୋଟିଏ ଚୋର / କରେ ନିବେଦନ / ହେ ଯୀଶୁ ରାଜନ ପାର ଦେଶରେ / ଦେବଟିକେ ସ୍ଥାନ/ କରିବ ସ୍ମରଣ / ମୁହିଁ ପାପୀଜନ 2× ଯୀଶୁ ତାଙ...

Letest Update