Saturday, January 3, 2026

ASA HE BISWASIGANA ll ODIA CHRISTIAN SONG II S JITU II 02 / 01/2026 ||prarambika upasana |Asa He Biswasigana Lyrics – New Odia Christian Song 2026


Song - ASA HE BISWASIGANA Singer - S Jitu Lyrics/compose - Father Dinabandu Nayak Producer - Thamash Majhi Mixing/Mastering - Rojraj Studio( katak) Edit by - Rudra Music Arrangement : Bapi Samal music : Mandal Nayak

 LYRICS

ଆସ ହେ ବିଶ୍ଵାସିଗଣ

ଆମେ ଜୀବା ପ୍ରଭୁଙ୍କ ଦିବ୍ୟବେଦୀକୁ

ଆମେ ଜୀବା ପ୍ରଭୁଙ୍କ ଦିବ୍ୟବେଦୀକୁ

ଆସ ହେ ଆସ ହେ ବିଶ୍ବାସୀଗଣ -2 ଥର

ଜୀବା ପ୍ରଭୁଙ୍କର ଶ୍ରୀ ଚରଣେ -

ନେବା ତାଙ୍କଟି ହୋଇ ଶରଣ --2 ଥର

ଦେବେ ସେ ଆମକୁ ପରିତ୍ରାଣ

ଆମେ ଲୋବିବା ନୂଆଁ ଯିବନ -2 ଥର

ଆସ ହେ ଆସ ହେ ବିଶ୍ଵାସିଗଣ -2 ଥର  

=1=

ପ୍ରକୃତିର ତାଳେ ଆନନ୍ଦରେ ମାତି

ଗାଈଯିବା ଆମେ ପ୍ରଭୁଙ୍କର ଜୟଗୀତି

ସେ ଅଟନ୍ତି ଆମ ବିଶ୍ଵପଥେ

ରଖିଲେ ବିଶ୍ଵାସ ମିଳିବ ସକତି --ହୋ -2 ଥର

ସେ ଅଟନ୍ତି ଜୀବନର ପଥେ

ସତ୍ୟ ଓ ଜ୍ୟୋତି

ଯେଉଁ ଜନ ଜପେ ପ୍ରଭୁଙ୍କୁ

ପାଇବ ସେ ମୁକତି

ପାଇବ ସେ ମୁକତି

ଆସ ହେ ଆସ ହେ ବିଶ୍ଵାସିଗଣ -2 ଥର

=2=

ଆସ ହେ ଭାରକ୍ରାନ୍ତ ଆସ ପରିଶ୍ରାନ୍ତ

ଆତୁରେ ଡାକନ୍ତିସେ ଆତ୍ମା ହେବ ଶାନ୍ତ

ହେଲେ ଆମ ପାଇଁ ଈଶ୍ଵର ଦେହବନ୍ତ

ଜୀବା ତାଙ୍କ ଆଳୟେ ହେବା ସୁ ଜୀବନ୍ତ -ହୋ -2 ଥର

ପ୍ରଭୁ ଅଟନ୍ତି କ୍ରଧରେ ଧୀର

ପ୍ରଭୁ କୃପା ମୋୟ

ସେ ଅଟନ୍ତି ଆମର

ଚିର ପ୍ରେମ ମୟ

ଚିର ପ୍ରେମ ମୟ

ଆସ ହେ ଆସ ହେ ବିଶ୍ଵାସିଗଣ -2 ଥର

ଜୀବା ପ୍ରଭୁଙ୍କର ଶ୍ରୀ ଚରଣେ -

ନେବା ତାଙ୍କଟି ହୋଇ ଶରଣ --2 ଥର

ଦେବେ ସେ ଆମକୁ ପରିତ୍ରାଣ

ଆମେ ଲୋବିବା ନୂଆଁ ଯିବନ -2 ଥର

ଆସ ହେ ଆସ ହେ ବିଶ୍ଵାସିଗଣ -2 ଥର

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update