Lyrics -Salem Lima Music Arrangment -Bapi Shamal Recording -MRR STUDIO CUTTACK Produce -Manata Pradhan
**RAJA LYRICS SONG**
ଆ ....ନା .. ନା.. ଇ .. ଇ
ନି .. ରି .... ନା .. ଈ ..
ଆ .. ନିଶାଗା .. ନି
ନିସାଗା .... ନିସାଗା .... ନିସାଗା ....
ନିଶାରେ .. ନିସାଗା .... ନିସାଗା ....
ପ୍ରସଙ୍ଗା ପାଇବାକୁ ଯୋଗ୍ୟବନ୍ତ ହେ ଈଶ୍ଵର
ମହିମା ପାଇବାକୁ ଯୋଗ୍ୟବନ୍ତ ହେ ଈଶ୍ଵର
ରାଜାମାନଙ୍କ ରାଜା ମୋର ,ତୁମେହିଁ ମୋହାନ ଈଶ୍ଵର
ହେ ପବିତ୍ର ହେ ଅନନ୍ତ ,-2 ଥର
ତୁମେ ଅଟ ସତ୍ୟ ଈଶ୍ଵର
ରାଜାମାନଙ୍କ ରାଜା ମୋର ,ତୁମେହିଁ ମୋହାନ ଈଶ୍ଵର -2 ଥର
=1=
ପ୍ରଶଂସାରେ ବିଭୂଷିତ ,ତୁମେ ଅଟ ରାଜାଧି ରାଜ
ମହିମାରେ ବସ୍ତ୍ରାନିତ ,ତୁମେ ଅଟ ସଦା ପବିତ୍ର
ତୁମେ ଅଟ ସଦା ପବିତ୍ର
ଗୋଷ୍ଟି ବର୍ଗର ଦେବତା ,ଅଟନ୍ତି ଯେ ପ୍ରତିମା ମାତ୍ରା ..
ଦେବ ମାନଙ୍କର ମଦ୍ଧେ ,ତୁମେ ହିଁ ଅଟ... ଭୟ ଯୋଗ୍ୟ -ଥର
ହେ ପବିତ୍ର ହେ ଅନନ୍ତ ,-2 ଥର
ତୁମେ ଅଟ ସତ୍ୟ ଈଶ୍ଵର
ରାଜାମାନଙ୍କ ରାଜା ମୋର ,ତୁମେହିଁ ମୋହାନ ଈଶ୍ଵର -2 ଥର
=2=
ସର୍ବଗୁଣେ ପରିପୂର୍ଣ ,ତୁମେ ଅଟ ସଦା ବିଶ୍ଵସ୍ତ..
କର୍ତା ପଣ ଓ ସମ୍ଭ୍ରମ ,ପାଇବାକୁ ତୁମେ.. ହିଁ ଯୋଗ୍ୟ
ଧାରଣ କାରୀ ପାରେନା ....,ତୁମକୁ ଯେ ଏହି ଜଗତ
ଭୟଙ୍କର ଯୀଶୁ ତୁମେ ,ଯୁଗେ ଯୁଗେ ତୁମେ.. ଜୀବିତ -2 ଥର
ହେ ପବିତ୍ର ହେ ଅନନ୍ତ ,-2 ଥର
ତୁମେ ଅଟ ସତ୍ୟ ଈଶ୍ଵର
ରାଜାମାନଙ୍କ ରାଜା ମୋର ,ତୁମେହିଁ ମୋହାନ ଈଶ୍ଵର -2 ଥର
ଆ.... ଆ....ଆ.... ଆ....ଆ.... ଆ....
=ସମାପ୍ତ=

No comments:
Post a Comment