Sunday, January 4, 2026

ALIBHA PRADEEPA FULL LYRICS -DEVOTIONAL SONG ||ALIBA PRADIPA ODIA CHRISTIAN LYRICS SONG | ଅଲିଭା ପ୍ରଦୀପ | FULL SONG | HUMANE SAGAR | HUMANE SAGAR NEW ODIA CHRISTIAN SONG |

 

ALIBHA PRADEEPA FULL LYRICS -DEVOTIONAL SONG ||ALIBA PRADIPA ODIA CHRISTIAN LYRICS SONG  | ଅଲିଭା ପ୍ରଦୀପ | FULL SONG | HUMANE SAGAR | HUMANE SAGAR NEW ODIA CHRISTIAN SONG |

Alibha Full lyrics ◆

ଊ ........ ରୁ .. ରୁ .. 

ଯେବେ ଝଡ଼ ଆସେ  

ପବନ ବତାସେ, କେବେ ଲିଭେ ନାହିଁ..

ଅଲିଭା ପ୍ରଦୀପ ଅଲିଭା ପ୍ରଦୀପ.

ଅଲିଭା ପ୍ରଦୀପ ଅଲିଭା ପ୍ରଦୀପ..... 2 ଥର

କେବେ ଲିଭେ ନାହିଁ..

ସେ ତୋ ଅଲିଭା ପ୍ରଦୀପ

ସେ ତୋ ଅଲିଭା ପ୍ରଦୀପ

=1 =

 ମୃତ୍ୟୁଛାୟା ପଥେ ହଜା ଆତ୍ମା ଲାଗି

ତୁମେ ବ୍ୟାକୁଳିତ ସର୍ବସ୍ଵ ତିଆଗି

ଦୁଃଖର ବହ୍ନିରେ ନିଜେ ଜଳିଯାଇ

ଜୀବନ ପଥକୁ ଆଣିଲ କଢାଇ

ତୁମ ଶ୍ରମ ଅବଦାନ..ନୋହିବ ବିଲୋପ         

ଅଲିଭା ପ୍ରଦୀପ -(୨ ଥର)

କେବେ ଲିଭେ ନାହି ସେ ତ ଅଲିଭା ପ୍ରଦୀପ

ସେ ତ ଅଲିଭା ପ୍ରଦୀପ

=2=

ସୁପ୍ତ ନିଶିଥି ର ଜାଗ୍ରତ ପ୍ରହରୀ

ସୁଖ ଅଭିଳାଷ ସବୁ ତୁଛକରି

.. ଶାନ୍ତି ସମାଚାର କଲ ବିତରଣ

ବାର୍ତ୍ତାବହ ତୁମେ ଖ୍ରୀଷ୍ଟୀୟ ଶଇନ

ତୁମ ଶ୍ରମ ଅବଦାନ.. ନୋହିବ ବିଲ       

ଅଲିଭା ପ୍ରଦୀପ - (୨ ଥର)

କେବେ ଲିଭେ ନାହି ସେତ ଅଲିଭା ପ୍ରଦୀପ

ସେତ ଅଲିଭା ପ୍ରଦୀପ-2 ଥର  

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update