Sunday, December 28, 2025

Nua Baraso Aji | New Year Odiya Christian Devotional Song | Jagan Mohan Nag 2025 Video|ନୂଆ ବରଷ ଆଜି ପାଇଛୁ ଭାଇ|Happy New Year 2026


Audio Credit Music & Voice : Gospel Singer Jagan Mohan Nag Lyrics :Himanshu Nayak Music Arrangement : Subham (Bapi )Samal Recording &Mixing :Milan Studio Cuttack Camera & Edit : Gagan Murali Choreography : Dhiraj & Rabindra group : Sagarmunda JELC & GGM Raighar 

LYRICS

ନୂଆ ବରଷ ନୂଆ ବରଷ
ନୂଆ ବରଷ ନୂଆ ବରଷ

ନୂଆ ବରଷ ଆଜି ପାଇଛୁ ଭାଇ
ସଭିଁଙ୍କୁ ଅଭିନନ୍ଦନ ଜଣାଏ ମୁହିଁ
ପାଇଛୁ ଆମେରେ ସବୁ ଆଜି ପୁରୁଣା ଦିନ ଯାଇଛି ହଜି
ପ୍ରାର୍ଥନା କରିବା ସୈନିକ ସାଜି ଜାଗି ଉଠରେ ସରବେ ଆଜି
Happy New Year
Happy New Year
Happy New Year
=1=
ଶୂନ୍ୟ ଗଗନରେ ଦେଖ ଛାତିକୁ ଚିରି
କିରଣେ ଝୋଟକି ଧରା ହସୁଛି ଥିରି ଥିରି
ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ
ନୂଆ ସକାଳର ନୂଆ କିରଣ
ନାହିଁ ରେ ସେଥିରେ କିଛି ବାରଣ
ନୂଆ ମନ ନେଇ ନୂଆ ପରାଣ କରୁଛୁ ପ୍ରଭୁ ହେ ନିବେଦନ
Happy New Year
Happy New Year
Happy New Year
=2=
ସୁଖରେ ଦୁଃଖରେ ସଦା ସବୁବେଳେ
ମନ ଆତ୍ମା ପ୍ରାଣ ଯୀଶୁ ପାଦ ତଳେ
ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ
ଅତୀତରୁ ପୁଣି ଭବିଷ୍ୟତ ଯାଏଁ
ଯୀଶୁଙ୍କ କରୁଣା ସବୁବେଳେ ଥାଏ
ନୂଆ ଜୀବନ ନୂଆ ମନ କରୁଛୁ ପ୍ରଭୁ ହେ ନିବେଦନ
Happy New Year
Happy New Year
Happy New Year
=ସମାପ୍ତ =

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update