🎧 SONG DETAILS🎵 Song: Jishur Lagi Tui Banchitha (ଯୀଶୁର ଲାଗି ତୁଇ ବଞ୍ଚିଥା) 🎤 Singer: Human Sagar ✍ Lyrics & Composition: DONTON RAULO (📞 9556428641) 🎹 Music Arrangement: BAPI SAMAL 🎬 Producer: HEMANTH NEELAPU
Favorite song
ଧନରେ ...... ଟିକେ ....ଶୁଣିଜା ...
ଇ ଜୀବନଟା ପ୍ରଭୁ ଦେଲାର ଦାନ୍
ବେକାର ରେ ନେଇ ହରା ସତେ (2th)
ଧନରେ ତୁଇ ସୁନିଯା ଧନରେ ତୁଇ ମାନିଯା
ତୁଇ ଯେନେ ରହିଥା ତୁଇ ଯାଏଟା କରୁଥା
ଯୀଶୁର ଲାଗି ତୁଇ ବଞ୍ଚିଥା....…(2th)
=1=
ଯେନ ଭାବରେ ତୁଇ ପାଇଲୁ ଯୀଶୁକେ
ସେ ଭାବେ କହିଯା ତୁଇ ସବୁକେ
ହୋ ଯେତେଦିନ ବଞ୍ଚବୁ ତୁଇ ଇ ସଂସାରେ
ସେ ପ୍ରେମର ବାରତା ବାଟି ଯାରେ
ଧନରେ ତୁଇ ସୁନିଯା ଧନରେ ତୁଇ ମାନିଯା
ତୁଇ ଯେନେ ରହିଥା ତୁଇ ଯାଏଟା କରୁଥା
ଯୀଶୁର ଲାଗି ତୁଇ ବଞ୍ଚିଥା....…(2th)
=2=
ଆମର ଜୀବନ ପାନିର ଫୁଟକା ସମାନ
ଆଜ ଅଛେ କାଲି ନାହିଁ ଇ ଜୀବନ
ହୋ ..ଇଥିର ଲାଗି ପ୍ରଭୁକେ ଦେ ସମୀୟା
ପ୍ରୂଭୁରନେ ଜିତମା ଆମେ ଇ ଦୁନିଆ
ଧନରେ ତୁଇ ସୁନିଯା ଧନରେ ତୁଇ ମାନିଯା
ତୁଇ ଯେନେ ରହିଥା ତୁଇ ଯାଏଟା କରୁଥା
ଯୀଶୁର ଲାଗି ତୁଇ ବଞ୍ଚିଥା....…(2th)
=ସମାପ୍ତ=

No comments:
Post a Comment