Favorite song
christmass full lyriccs
ହାଏରେ ହାଏରେ ଧନ
ଭଜିବି ଯୀଶୁଙ୍କ ନାମ
ନାମ ପୁଜିବି ଯୀଶୁଙ୍କ ନାମ
ହାଏରେ ହାଏରେ ଧନ
ଭଜିବି ଯୀଶୁଙ୍କ ନାମ
ହାଏରେ ହାଏରେ ମନ
ପୁଜିବି ଯୀଶୁଙ୍କ ନାମ (2 ଥର )
ପ୍ରାର୍ଥନାରେ ଯୀଶୁନାମ ସଦା ଗାଇବି
ଯୀଶୁଙ୍କ ନାମ ହାଏ ଯୀଶୁଙ୍କ ନାମ
ସଞ୍ଜ ସକାଳେ ଭଜିବି/ପୂଜିବି ଯୀଶୁଙ୍କ ନାମ
ହାଏରେ ହାଏରେ ଧନ
ଭଜିବି ଯୀଶୁଙ୍କ ନାମ
ନାମ ପୁଜିବି ଯୀଶୁଙ୍କ ନାମ
=1=
ଯୀଶୁ ପଥ ଯୀଶୁ ସତ୍ୟ_ଯୀଶୁ ମୋର ଜୀବନ
ଯୀଶୁ ବିନା ଏ ଜଗତେ_ନାହିଁ କାହିଁ ପରିତ୍ରାଣ (2 ଥର ) ହୋ .
ଯୀଶୁ ହିଁ ପଥ ଯୀଶୁ ସତ୍ୟ_
ଯୀଶୁ ହିଁ ମୋର ଜୀବନ
ଯୀଶୁଙ୍କ ଦେଇ କଲେ ଗମନ_
ପାଇବ ତୁମେ ସର୍ଗେ ସ୍ଥାନ
ପ୍ରାର୍ଥନାରେ ଯୀଶୁନାମ ସଦା ଗାଇବି
ଯୀଶୁଙ୍କ ନାମ ହାଏ ଯୀଶୁଙ୍କ ନାମ
ସଞ୍ଜ ସକାଳେ ଭଜିବି ଯୀଶୁଙ୍କ ନାମ
ହାଏରେ ହାଏରେ ଧନ
ଭଜିବି ଯୀଶୁଙ୍କ ନାମ
ନାମ ପୁଜିବି ଯୀଶୁଙ୍କ ନାମ
=2=
ଯୀଶୁ ନାମେ ଅଛି ଶାନ୍ତି_ଯୀଶୁ ନାମେ ମୁକତି
ଯୀଶୁ ନାମେ ଅଛି ଶକ୍ତି_ଯୀଶୁ ନାମେ ଭକତି (2 ଥର)
ଯୀଶୁ ହିଁ ତାରଣ ଯୀଶୁ ହିଁ ପ୍ରାଣ_
ଯୀଶୁ କୌଶଳ ଜଗତ ଜାଣ
ଯୀଶୁଙ୍କ ଠାରେ ନେବି ଶରଣ_
ହୃଦ ମୋର କର ଗ୍ରହଣ
ପ୍ରାର୍ଥନାରେ ଯୀଶୁନାମ ସଦା ଗାଇବି
ଯୀଶୁଙ୍କ ନାମ ହାଏ ଯୀଶୁଙ୍କ ନାମ
ସଞ୍ଜ ସକାଳେ ଭଜିବି ଯୀଶୁଙ୍କ ନାମ
ଯୀଶୁଙ୍କ ନାମ ହାଏ ଯୀଶୁଙ୍କ ନାମ
ସଞ୍ଜ ସକାଳେ ଭଜିବି ଯୀଶୁଙ୍କ ନାମ
ହାଏରେ ହାଏରେ ଧନ
ଭଜିବି ଯୀଶୁଙ୍କ ନାମ
ନାମ ପୁଜିବି ଯୀଶୁଙ୍କ ନାମ
=ସମାପ୍ତ=

No comments:
Post a Comment