ଗୀତର ସମ୍ପୂର୍ଣ ଲେଖା..
The #1 collection of Odia Christian song lyrics, Kui Jesus songs, and Hindi worship music. Download free PDF lyrics,Kankala sheet Download,Copy past your own device and watch videos, and sing along with new 2026 gospel hits.Latest Lyrics and Old Hits Song for christian singing
Sunday, August 31, 2025
ଆସିଛି ପ୍ରଭୁ ତୁମ ପାଦତଳେ ଆରାଧନା କରିବି ବୋଲି
Dhanya Dhanya Lyrics - New Odia Christian Song||Dhanya Dhanya Lyrics - Amit Pani | New Odia Christian Song 2023||DHANYA DHANYA || ଧନ୍ୟ ଧନ୍ୟ || NEW ODIA CHRISTIAN SONG 2023 || AMIT PANI || AMIT BADANAYAK NEW SONG|JAHANKA MAHIMA||SE NAMA HEU DANYA DANYA CHRISTIAN ODIA LYRICS SONG
- Song : Dhanya Dhanya (Studio Version)
- Singer : Amit Pani (Gospel Singer)
- Lyrics : Amit Badanayak
- Music Composition : Amit Badanayak
Full Lyrics
Sunday, August 3, 2025
ଅମାପ ପ୍ରେମ କଲ ପ୍ରଦାନ
Singer : RITURAJ MAHANTY & DEEPTI REKHA
Music : PRASAD LIMA
Lyrics : Rev PRAMOD GURU
Recording at : Studio SOMESH , (Bhubaneswar)
ଅମାପ ପ୍ରେମ ର ସମ୍ପୂର୍ଣ୍ଣ ଗୀତ :-
ହୂଁ .... ହୂଁ .... ହୂଁ .... ହୂଁ
ଓ .. ଓ .. ଅଅ ..
ଇତିହାସ ଦିଏ ପ୍ରମାଣ
ତଥାପି ବୁଝୁନି ଏ ମନ
ତୁମ ସେ ପ୍ରେମ,
କୃଷିୟ ପ୍ରେମ ନିଃସର୍ତ୍ତ ପ୍ରେମ
ସ୍ବର୍ଗୀୟ ପ୍ରେମ (2 th ) b /g
=1 =
ତମସାର ପାରାବାରେ କବଳିତ ପାପୀନରେ
ନିରୁପାୟ ଥିଲା ଜୀବନ..
ଦେଖି ନିରାଶା ପରାଣ ଅନ୍ତରର ସେ କ୍ରନ୍ଦନ
ଉପାୟ ସାଜିଲେ ରାଜନ (2 th ) b /g
ସ୍ବର୍ଗୀୟ ଶୋଭାକୁ ମଣିଲ ନଗଣ୍ୟ b
ମୋ ପାପ କାରଣେ ଦୁଃଖ କଲ ବରଣ g
ଧନ୍ୟ ସେ ପ୍ରେମ.., ନିସ୍ଵାର୍ଥ ପ୍ରେମ
=2=
ଡାକନ୍ତି ଅତି ଆତୁରେ ତାଙ୍କରି କୋମଳ ସ୍ଵରେ
ଫେରି ଆସ ବନ୍ଧୁ ସକଳେ..
ଛାଡ଼ି ମୋହ ମାୟା ଦ୍ୱେଷ
ଅନୈତିକ ଅବିଶ୍ୱାସ
ଶାନ୍ତି ପାଇବାକୁ ମୋଠାରେ (2 th )g /b
ଭୁଲିକି ପାରିବୁ ଅଭୁଲା ସେଗୁଣ g
ସେ ପ୍ରେମେ ସାଧିଲ ମହାପରିତ୍ରାଣ... b
ଧନ୍ୟ ସେ ପ୍ରେମ .. ନିଖୁନ୍ତ ପ୍ରେମ
ତୁମ ସେ ପ୍ରେମ.. ସ୍ବର୍ଗୀୟ ପ୍ରେମ
ତୁମ ସେ ପ୍ରେମ, କୃଷିୟ ପ୍ରେମ
ନିଃସର୍ତ୍ତ ପ୍ରେମ.. ନିସ୍ଵାର୍ଥ ପ୍ରେମ...
ନିଖୁନ୍ତ ପ୍ରେମ...
=end =
ମହାମହିମ ରାଜନ ହେ ଯୀଶୁ ମୋର , ଅନୁଗ୍ରହ ତୁମ୍ଭ ପ୍ରଚୁର -୨
Singer : HUMAN SAGAR
Music : PRASAD LIMA
Lyrics : Rev PRAMOD GURU
Arrangements / Programming : SUBHAM SAMAL
ଗୀତର ସମ୍ପୂର୍ଣ୍ଣ ଲେଖା :-
ହୋ .... ହୋ .. ହୋ ....
ହୂଁ .... ହୂଁ .... ହୂଁ ....
ମହାମହିମ ରାଜନ
ହେ ଯୀଶୁ ମୋର ,
ଅନୁଗ୍ରହ ତୁମ୍ଭ ପ୍ରଚୁର -୨
ଅନୁରାଗ ପ୍ରେମତୁମ ଅତୁଳନୀୟ
ଅନୁପମ ଦୟା ତୁମ ଅବର୍ଣ୍ଣନୀୟ
- 1 -
କି ଜତନେ ତୁମରୁପେ ,
ମଣିଷକୁ ସରଜିଲ
ସରଗର ସେ ଯୋଜନା ,
ବୁଝିପରିନି ତା ମୂଲ
ପ୍ରଶଂସାରେ ସୁଭାଜନ ,
ଶାରୋଣ ଗୋଲାପ ମୋର
ମୋହୃଦୟ ସିଂହାସନେ ,
ଆସି ତୁମେ ବସା କର - ୨
ହେ ମହୀୟାନ ଚୀର ସୁନ୍ଦର ,
ଦୟା କ୍ଷମାର କୃପା ନିର୍ଝର
- 2 -
ମୋ ଜୀବନ ଯଉବନ ,
କେବଳ ତୁମରି ଦାନ
ପାଇଛି ମୁଁ ଅନୁଗ୍ରହେ
ଧନ ଆଉ ସନମାନ
କୃତଜ୍ଞରେ ଭରି ଉଠେ ,
ମୋର ଏହି ଟିକି ମନ
ସ୍ମରିତୁମ କରୁଣାର
ଗୋଟି ଗୋଟି ପ୍ରେମଦାନ - ୨
ହେ ପରିତ୍ରାଣ ପ୍ରେମିକ ବର ,
ଦେଇ ଜୀବନ କଲ ନିଜର
ମହାମହିମ ରାଜନ
ହେ ଯୀଶୁ ମୋର ,
ଅନୁଗ୍ରହ ତୁମ୍ଭ ପ୍ରଚୁର -୨
- end -
ବନ୍ଦନା କରୁ ତୁମର.... /BANDHANA KARU TUMARA
Singer : HUMAN SAGAR
Lyrics : Rev PRAMOD GURU
Music : PRASAD LIMA
Music Scoring by : SUBHAM SAMAL (Bapi)
Lyricks
ପାନି ପାନି ସାନି ସାନି ନିସା
ପାନି ପାନି ସାନି ସାନି ନିସା
ନିସା ନିସା ଗାସା ଗାସା
ନିସା ନିସା ଗାସା ଗାସା
ଗାମାପା ଗାମାପା ଗାମାପା ଗାମାପା
ସାଗାମା ସାଗାମା ..
ହେ ସ୍ରଷ୍ଟା ଏହି ସୃଷ୍ଠିର ଇଶ୍ଵର
ସ୍ୟୟମ୍ଭୁ ପରେମଶ୍ବର ... (୨ ଥର)
ଆଦିକର୍ତା ଏହି ବିଶ୍ଵର ପରାକ୍ରମୀ ରାଜା ମୋହର
ଧର୍ମମୟ ସର୍ବ ପ୍ରାଣୀର ଯୀଶୁ କୁମର ...
ହେ ସତ୍ୟ ଆହେ ନିତ୍ଯ ଜିହୋବା ମୋର
ବନ୍ଦନା କରୁ ତୁମର....
ହେ ସ୍ରଷ୍ଟା ଏହି ସୃଷ୍ଠିର ଇଶ୍ଵର
ସ୍ୟୟମ୍ଭୁ ପରେମଶ୍ବର
- 1 -
ପାମାଗାସା ପାମାଗାସା ମାଗାସାନି ମାଗାସାନି
ପାନି ପାନି ସାନି ସାନି ଗାମା ପାନି ପାଧା ମାଗାପା ...
ସୂର୍ଯ୍ୟ ଚନ୍ଦ୍ର ତାରା ସବୁ ମୋ ପାଇଁ ଶ୍ରୁଜିଲ ...
ଦିବସ ରଜନୀ ଦେଇ ଜତନେ ଗଢ଼ିଲ ..… ହୋ ...
ଜଳ ସ୍ଥଳ ନଭ ଆଦି ଜଗତେ ରଖିଲ...
ଆନନ୍ଦେ ସେବା ଯୋଗାନ୍ତି ସ୍ମରି ତାଙ୍କ ମୂଲ ...
ଏ ସବୁଜ ବନାନୀ ପତଙ୍ଗର ମଧୁ ଧ୍ଵନୀ ...
କଳ କଳ ନାଦ ସ୍ୱରେ ଗାଉଛି ତଟିନି ....
ହେ ସୃଷ୍ଟିର ସାର ଯୀଶୁ ଈଶ୍ବର
ବନ୍ଦନା କରୁ ତୁମର.....
ହେ ସ୍ରଷ୍ଟା ଏହି ସୃଷ୍ଠିର ଇଶ୍ଵର
ସ୍ୟୟମ୍ଭୁ ପରେମଶ୍ବର
- 2 -
ପାମାଗାସା ପାମାଗାସା ମାଗାସାନି ମାଗାସାନି
ପାନି ପାନି ସାନି ସାନି ଗାମା ପାନି ପାଧା ମାଗାପା ...
ନାହିଁ ଆଜି ମୋ ପାଖରେ ନେବଲ ଓ ବିଣା .....
ନାହିଁ ଦାରା ଖଞ୍ଜଣି ଓ ନାହିଁ ବଂଶୀ ସିନା ... ହୋ .....
ଏ ଜୀବନେ ନାହିଁ ଆଉ ପ୍ରେମ ଦୟା କ୍ଷମା ....
ଯାହା ବି କରି ଚାଲିଚି କେବଳ ଛଳନା...
ନାହିଁ ଆଉ ଆନନ୍ଦ ହାରିଚି ଏ ମଣିଷ
ଶୁଷ୍କ ଅଟେ ସବୁ ଜିମା ପରାଣେ ନିରାଶ...
ଆରାଧନା କରିକି ପାରିବି ତୁମର
ପାପ ମୋର କ୍ଷମା କର....
ହେ ସ୍ରଷ୍ଟା ଏହି ସୃଷ୍ଠିର ଇଶ୍ଵର
ସ୍ୟୟମ୍ଭୁ ପରେମଶ୍ବର
- end -
Friday, August 1, 2025
ରେ ପ୍ରାଣ... ଅଛି ଦିନେ ମରଣ../Re prana achi dine marana
Song : Achi Dine Marana (Studio Version)
Singer : Humane Sagar (Ollywood Singer)
Lyrics : Amit Badanayak
Music : Amit Badanayak
Full Lyrics
ରେ ପ୍ରାଣ...
ଅଛି ଦିନେ ମରଣ...(୨ଥର)
ରେ ପ୍ରାଣ....(୪ଥର)
ଅଛି ଦିନେ ମରଣ...(୪ଥର)
ନିଜ ଧନକୁ ନେଇ ଗର୍ବ ହେଉଛୁ କାହିଁ
ନିଜ ଜ୍ଞାନକୁ ନେଇ ଦର୍ପ କରୁଛୁ କାହିଁ
ଥାଉ ଥାଉ ତୋ ଜୀବନ...(୨ଥର)
ବଦଳିଯା ଏହି କ୍ଷଣ....
ଅଛି ଦିନେ ମରଣ.....(୪ଥର)....
=1=
ନିଜ ଶରୀର ପାଇଁ ସ୍ୱାର୍ଥ ପୂରଣ ପାଇଁ
ସଦା ତୁ ଚିନ୍ତିତ ହେଉଛୁ
ନିଜ ସୌନ୍ଦର୍ଯ୍ୟ ପାଇଁ ରୂପ ଯୌବନ ପାଇଁ
ଖାଲି ତୁ ବ୍ୟସ୍ତ ରହୁଅଛୁ...
ନିଜ ପ୍ରତିଷ୍ଠା ପାଇଁ ମାନ ସମ୍ମାନ ପାଇଁ
ନିତି ତୁ ଧ୍ୟାନ ଦେଉଅଛୁ
ନିଜ ସଂପତ୍ତି ପାଇଁ ଧନ ଅର୍ଜନ ପାଇଁ
ଖାଲି ତୁ ସପନ ଦେଖୁଛୁ...
କେବେ ଆଉ ଛାଡିବୁ ତୁ ଜାଗତିକ କର୍ମ
କେବେ ଆଉ ଯୀଶୁଙ୍କୁ ତୁ ଦେବୁ ତୋର ମନ
ଅଛି ଦିନେ ମରଣ....(୪ଥର)....
=2=
ଭୋଜନ ପାନ ପାଇଁ ବେଶଭୂଷଣ ପାଇଁ
ନିତି ତୁ ଗୁରୁତ୍ୱ ଦେଉଛୁ
ସଂସାର ଚିନ୍ତା ପାଇଁ କ୍ଷଣିକ ସୁଖ ପାଇଁ
ଖାଲି ତୁ ଦରାଣ୍ଡି ହେଉଛୁ....
ମନୋରଞ୍ଜନ ପାଇଁ ନିଶା ସେବନ ପାଇଁ
ସଦା ତୁ ଧାଇଁ ବୁଲୁଅଛୁ
ସୁନା ଗହଣା ପାଇଁ ଗୃହ ନିର୍ମାଣ ପାଇଁ
ମନେ ତୁ ପ୍ରାଧାନ୍ୟ ଭାବୁଛୁ
ସଂସାର ଜଞ୍ଜାଳେ ବୁଡ଼ି ଥିବୁ କେତେ ଦିନ
କେବେ ଆଉ ଫେରିବୁ ତୁ ଯୀଶୁଙ୍କ ଚରଣ...
ଅଛି ଦିନେ ମରଣ......(୪ଥର).....
=END=
ମନୁଷ୍ୟ ପୁତ୍ରଙ୍କ ହେବ ଆଗମନ /HEBA AGAMANA
🎵SINGER : HUMAN SAGAR & SALMAN PAUL
🎵COMPOSE & LYRICS: SALEM LIMA 🎵MUSIC ARRANGEMENTS: BAPI SAMAL 🎵PRODUCER : SOLOMON LIMMA
⭐️ Full Song Lyrics :
ଆଗମନ ....ଦିନେ ହେବ ଜାଣ..
ମନୁଷ୍ୟ ପୁତ୍ରଙ୍କ ହେବ ଆଗମନ
ଆଗମନ.... ଦିନେ ହେବ ଜାଣ..
ମନୁଷ୍ୟ ପୁତ୍ରଙ୍କ ହେବ ଆଗମନ (2 th )
ମନୁଷ୍ୟ ପୁତ୍ରଙ୍କ ହେବ ଆଗମନ
ଲଭିଚ କି ବନ୍ଧୁ ତୁମେ ପରିତ୍ରାଣ (୨) H/S
ପୃଥିବୀ ତାହାଙ୍କୁ ଦେଖିବ H
ଯେବେ ହେବ ତାଙ୍କ ଆଗମନ ଲଜ୍ଜିତ ହେବ ସେହି ଦିନ S
ଦ୍ୟାବଳ ଶତ୍ରୁ ଶୟତାନ ଆଗମନ (୩)H
ଆଗମନ ଆଗମନ ଦିନେ ହେବ ଜାଣ
ମନୁଷ୍ୟ ପୁତ୍ରଙ୍କ ନିଶ୍ଚେ ହେବ
ଆଗମନ (୨)H/S
**୧**
ଜୀବନ ପୁସ୍ତକରେ ଅଛି ଯଦି ତୁମ ନାମ H
ଭୋଗିବ ଅନନ୍ତ ସୁଖ ଏହା ସୁନିଶ୍ଚିତ ଜାଣ
ହୋ .. ଜଗତର ଅଭିଳାଷେ ଯେବେ ଦେଉଅଛ ମନ S
ଅନନ୍ତ ଯନ୍ତ୍ରଣା ବନ୍ଧୁ ଭୋଗିବ ନରକେ ଜାଣ
ଅଫଳନ୍ତି ବୃକ୍ଷର ସମାନ H
ହୋଇଅଛି ଯଦି ତୋ ଜୀବନ
ସରଗେ ସ୍ଥାନ ପାଇବୁନି S
ସତ୍ୟ ଅଟେ ପ୍ରଭୁଙ୍କ ବଚନ
ଆଗମନ (୩) H
ଆଗମନ ଆଗମନ ହେବ ନିଶ୍ଚେ ଜାଣ
ସଜାଗ ରୁହ ସଭିଏଁ ହେ ବିଶ୍ୱାସୀଗଣ (୨)H/S
**୨**
ଧର୍ମିକତା ପାଈଁ ଯିଏ ସହିଅଛି ଅପମାନ S
ଭାଗ୍ୟବାନ ସେହି ଜନ ସ୍ୱର୍ଗେ ହେବ ତାର ସ୍ଥାନ
ରୂପାନ୍ତର ହେବେ ବନ୍ଧୁ ସକଳ ବିଶ୍ୱାସୀଗଣ H
ସରଗେ ରହିବେ ଯାଇ ହୋଇ ଦୂତଙ୍କ ସମାନ
ଭରସା ରୂପ ଶିରୋସ୍ତ୍ରାଣ S
ମସ୍ତକରେ କରି ପରିଧାନ
ଦିବସର ସନ୍ତାନ ଯେ ଆମେ H
ସର୍ବଦା ରହିବା ସଚେତନ
ଆଗମନ (୩)S
ଆଗମନ ଆଗମନ ଦିନେ ହେବ ଜାଣ
ମନୁଷ୍ୟ ପୁତ୍ରଙ୍କ ନିଶ୍ଚେ ହେବ ଆଗମନ (୨)S/H ହୋ ....
**end**
ତୁମ ପ୍ରେମ କେଡେ ଗଭୀର ହେ ପ୍ରେମ ମୟ
SINGER :K.PRADEEP (MUNNA)
LYRICS:PS SEKHAR KULDEEP SIR
MUSIC & ARRANGEMENT: BAPI SAMAL SIR
PRODUCER:ADONAI WORSHIP GROUP
Full Lyrics
ତୁମ ପ୍ରେମ କେଡେ ଗଭୀର ହେ ପ୍ରେମ ମୟ
ତୁମ ନାମ କେଡେ ମଧୁର ହେ ମଧୁ ମୟ..।।2।।
ତୁମ ପ୍ରେମକୁ ସଦା ସ୍ମରିବି ତୁମ ନାମକୁ ସଦା ଭଜିବି
ହେ କରୁଣାମୟ ହେ ମଙ୍ଗଳମୟ....।।2।।
ତୁମ ପ୍ରେମ କେଡେ ଗଭୀର.....
ତୁମ ନାମ କେଡେ ମଧୁର...
**1**
ଏ ପତିତ ଜଗତରେ ନାହିଁ ସୁଖ ଆବାସ
ଚାହେଁ ପ୍ରୋଭୁ ରହିବାକୁ ସଦା ତୁମରି ପାସ....।।2।।
ତୁମ ଆଦେସ ସଦା ମାନିବି
ତୁମ ଆଶିଷ ସଦା ଲଭିବି ହେ କରୁଣା ମୟ....
ହେ ମଙ୍ଗଳ ମୟ.....।।2।।
ତୁମ ପ୍ରେମ କେଡେ ଗଭୀର....
ତୁମ ନାମ କେଡେ ମଧୁର....
**2**
ଦୁଃଖ ସୁଖ ଜୀବନର ବନ୍ଧୁ ତୁମେ ମୋହର
ନିରାଶ ଜୀବନ ର ସାନ୍ତ୍ଵନା ତୁମେ ମୋର...।।2।।
ତୁମ ବ୍ୟବସ୍ଥା ଧ୍ୟାନ କରିବି
ତୁମ ଜ୍ଞାନରେ ନୀତି ବଢ଼ିବି
ହେ କରୁଣା ମୟ.... ହେ ମଙ୍ଗଲ ମୟ....।।2।।
ତୁମ ପ୍ରେମ କେଡେ ଗଭୀର ହେ ପ୍ରେମ ମୟ
ତୁମ ନାମ କେଡେ ମଧୁର ହେ ମଧୁ ମୟ...
**end**
କାହିଁ ପାଗଳ ପରି ବୁଲୁଛୁ .......
Song : KAHI PAGALO PARI BULUCHU
Singer : Human Sagar (Ollywood Singer)
Lyrics & Music : Sundar Kumar
Camera : BIJAYA MAJHI
Production : BM Music
Full Lyrics
କାହିଁ ପାଗଳ ପରି ବୁଲୁଛୁ .......
କାହିଁ ଅବାଟେ ଚାଲି ଯାଉଛୁ...
ମାନିଜା ମାନିଜା ଯୀଶୁଙ୍କ କଥା....
ଏ ଦୁନିୟା ରୁ ସବୁ ଦିନେ ବିଦାୟ ନେବ..
ଏ ଶ୍ୱାସବାୟୁ ଦିନେ ତୋର ଛାଡ଼ିକି ଯିବ...
କାହିଁ ପାଗଳ ପରି ବୁଲୁଛୁ...
କାହିଁ ଅବାଟେ ଚାଲି ଯାଉଛୁ...
ମାନିଜା ମାନିଜା ଯୀଶୁଙ୍କ କଥା...
ଦିନ ସାରିଗଲାଣି ସମୟ ଚାଲିଗଲାଣି...
ଏ ଦୁନିୟା ରୁ ସବୁ ଦିନେ ବିଦାୟ ନେବ....
**1 **
ମୋହମାୟା ପାପଭରା ସଂସାରେ ଚାଲିଛୁ
ଧନଲାଗି ଏଣେ ତେଣେ ବୁଲିକି ରହିଛୁ ହୋ ...
ଜାଗତିକ ପ୍ରେମେ ତୁହି ମାତିକି ରହିଛୁ
ପାପ ବୋଲି ଜାଣିକି ବି ପାପ ତୁ କରୁଛୁ ଫେରିଆ ...
ଫେରିଆ... ଫେରିଆ.. ଫେରିଆ.. କାହିଁ ପାଗଳ ପରି ବୁଲୁଛୁ...
କାହିଁ ଅବାଟେ ଚାଲି ଯାଉଛୁ.. ମାନିଜା ମାନିଜା ଯୀଶୁଙ୍କ କଥା....
ଦିନ ସରିଗଲାଣି ସମୟ ଚାଲିଗଲାଣି ଏ ଦୁନିୟା ରୁ ସବୁ ଦିନେ......
ମାଟିରୁ ତିଆରି ମଣିଷ ଟି ମାଟିରେ ମିଶିଯିବ
କିଛି ସୁଖ ପାଇବାକୁ ଜୀବନ ଟି ହରାଇବୁ
ଏ ସବୁ କଲେ ଶେଷ ଦିନେ ଯନ୍ତ୍ରଣା ପାଇବୁ
ଫେରିଆ ଫେରିଆ ..ଫେରିଆ ..
ଫେରିଆ କାହିଁ ପାଗଳ ପରି ବୁଲୁଛୁ...
କାହିଁ ଅବାଟେ ଚାଲି ଯାଉଛୁ..
ମାନିଜା ମାନିଜା ଯୀଶୁଙ୍କ କଥା...
ଦିନ ସରିଗଲାଣି ସମୟ ଚାଲିଗଲାଣି...
ଏ ଦୁନିୟା ରୁ ସବୁ ଦିନେ....
**end **
Letest Post
KRUSA UPARE KARE NIBEDANA ||CHRISTIAN NEW CRHRIST DEVOTIONAL SONG FOR GALGATHA REPRESENT ||KRUSHA UPARE DELA NIJA JIBANA 2026
" LYRIC'S" କୃଶ ଉପରେ / ଗୋଟିଏ ଚୋର / କରେ ନିବେଦନ / ହେ ଯୀଶୁ ରାଜନ ପାର ଦେଶରେ / ଦେବଟିକେ ସ୍ଥାନ/ କରିବ ସ୍ମରଣ / ମୁହିଁ ପାପୀଜନ 2× ଯୀଶୁ ତାଙ...
Letest Update
-
song:Kitna ye pyar tera singer :Gps.Amit pani "Favorite song" Kitna ye pyarr tera dhardh jo mera sahaa ….(2th) Aee khuda Aee khu...
-
Singer -Rabindra Srambutika Music & Lyrics -Prabodh Chhinchani Music arrangment -Kumar Mantu Producer -Jakhya Kadraka Mixing Mastering -...
