Sunday, July 13, 2025

ଅଢେଇ ଦିନର ଜୀବନ

Singer :Sushank  Sekhar 

producer :Jayab  Nayak                                             

                                     LYRICS

ଆ...... ଆ..... ଆ..... ହୋ....... ହୋ...

     ଏ ଜିବନ   ତୋ ଜୀବନ .....×୨

ବନ୍ଧୁ ଆଜି ଅଛି କାଲି ନାହିଁ ତୋ ଜୀବନ 

ଅଢେଇ ଦିନର ଅଟେ ବନ୍ଧୁ ତୋ ଜୀବନ...୨ 

ରହିବନି ଏଠି ଦିନେ ତୋର ପ୍ରାଣ ହୋ...... ହୋ....

=୧=

ଜଗତର ସୁଖ ପାଇ ଅସାରରେ ମଜି ରହି 

ଯୀଶୁଙ୍କ କୃଷୀୟ ପ୍ରେମ ଭୁଲି ଯାଇଛୁ ତୁ ଆଜି 

ଯୀଶୁଙ୍କ ନାମ କୁ ବନ୍ଧୁ ମିଛ ରେ ସ୍ବୀକାର କରି 

ଯୀଶୁଙ୍କ ଠାରୁ ତୋ ମନ ବହୁ ଦୂରକୁ ଯାଇଛି 

ଯେବେ କବରକୁ ଯିବ ବନ୍ଧୁ ତୋ ଶରୀର 

ଯୀଶୁଙ୍କ ପାଇଁ କଣ କରିବ ତୋର ପ୍ରାଣ..୨ 

କବରରେ ନାହିଁ ଆଉ କୌଣସି ଜ୍ଞାନ ହୋ......ହୋ... 

=୨=-

ଅନୁଗ୍ରହ ର ସମୟ ଅତିବାହିତ ହେଉଛି 

ସମୟର ଚକ୍ର ବନ୍ଧୁ ଘୁଞ୍ଚି ଘୁଞ୍ଚି ତ ଯାଉଛି 

ଯୀଶୁଙ୍କ ବିଚାର ଦିନ ଯେତେ ପାଖେଇ ଆସୁଛି 

ଜଗତରେ ପାପ କର୍ମ ତୋହର ବଢ଼ି ଚାଲିଛି 

କେତେ ଜାଗତିକ କର୍ମେ ଲିପ୍ତ ଥିବ ତୋ ମନ 

କେତେ ଯୀଶୁଙ୍କ ଠାରୁ ଦୂରକୁ ଯିବ ତୋ ପ୍ରାଣ...୨ 

ଫେରା ଆଜି ଯୀଶୁ ପାଶେ ତୋର ମନ ହୋ.......

 ହୋ...... ହୋ........

=end =

           Thank you 🙏

No comments:

Post a Comment

Powered By Blogger

Letest Post

KRUSA UPARE KARE NIBEDANA ||CHRISTIAN NEW CRHRIST DEVOTIONAL SONG FOR GALGATHA REPRESENT ||KRUSHA UPARE DELA NIJA JIBANA 2026

  " LYRIC'S" କୃଶ ଉପରେ / ଗୋଟିଏ ଚୋର / କରେ ନିବେଦନ / ହେ ଯୀଶୁ ରାଜନ ପାର ଦେଶରେ / ଦେବଟିକେ ସ୍ଥାନ/ କରିବ ସ୍ମରଣ / ମୁହିଁ ପାପୀଜନ 2× ଯୀଶୁ ତାଙ...

Letest Update