ଗୀତର ସମ୍ପୂର୍ଣ ଲେଖା..
ଆସିଛି ପ୍ରଭୁ ତୁମ ପାଦତଳେ
ଆରାଧନା କରିବି ବୋଲି
ଗଢ଼ିଲ ମନୁଷ୍ୟ ତୁମରି ରୂପରେ (2 ଥର)
କେବଳ ପ୍ରସଂଶା କରିବ ବୋଲି
ଆରାଧନା.. ଆରାଧନା.. ଆରାଧନା ସ୍ତୁତି ଆରାଧନା
ଆରାଧନା.. ଆରାଧନା..
ଆରାଧନା ସ୍ତୁତି ଆରାଧନା
=1=
ଇସ୍ରାଏଲ ନାଥ ତୁମେ ପବିତ୍ର ପାବନ
ସ୍ୱର୍ଗ ରେ ଗାଆନ୍ତି ବିଜୟ ଗାନ ( 2 ଥର )
ଗଉରବ ପରାକ୍ରମ ମହିମା ତୁମର..
କରୁଥିବି ସଦା କୀର୍ତନ ତୁମର
=2=
ତୁମରି ଆସିଶେ ପାଇଛି ମୁ ନବ ଜୀବନ
କରିବ ପ୍ରସଂଶା ଏହି ମୋ ପ୍ରାଣ ( 2 ଥର )
କରିବି ମହିମା ହେ ଯୀଶୁ ରାଜନ
ଗାଉଥିବି ନାମ କେବଳ ତୁମର
=end=
Thank you
