Male Chorus : Papu, Manu, Rajan, Babal & Rony
Favorite song
ଆମେ ଗାଈ ଗାଈ ଯିବା
ଆମେ ନାଚି ନାଚି ଯିବା (2 ଥର )
ବେଥଲିହିମର ଗୁହାଲ କୁଣ୍ଡରେ
ସରଗ ଶିଶୁଟି ଦେଖ ସଇଛିରେ
ଏଇ ଦେହ ଏଇ ମୋନ ତାର ଚରଣେ ଅରପିବା
ଆମେ ଗାଈ ଗାଈ ଯିବା (2 round )
=1=
ଈଶ୍ଵର ସୂତ ପ୍ରିୟ ପ୍ରେମିକ
ମଧୁର ତାଙ୍କ କଥା
ମଣିଷ ଲାଗି ରଚିଲେ ସେହି
ପ୍ରେମର ଶାନ୍ତି ଶୃତା (2 ଥର )
ଆମେ ଗାଈ ଗାଈ ଯିବା
=2=
ତାଙ୍କରି ପ୍ରେମେ ଏ ଧରା ଧାମେ
ଆମେଯେ ମୋହକିବା
ତାଙ୍କରି ନାମେ ମୁକତି ମିଳେ
ଏ କଥା କହିଯିବା (2 ଥର )
ଆମେ ଗାଈ ଗାଈ ଯିବା
=ସମାପ୍ତ=
