Song- Merry Kule
Sing- RK ROCKSTAR RUKU Suna
Lyrics- Kharbel Nanda
Recording-MRR STUDIO, CUTTACK Thanks to-Nimuel Nag, Mahendra Nanda
ଗୀତ- Lyrics
ହେପି ହେପି ହେପି ହେପି ହୋ
ଦେଖ world ସାରା ହେପି
ଖୁସି ଖୁସି ଖୁସି ଖୁସି ହୋ
ଦେଖ world ସାରା ଖୁସି
Merry christmas
Merry chirstmas(୨)
ଖୁସିନେ ଯାଉଛେ ଭାସି
ହୋ ଆଜି ଜନମ ହେଲେ ଈଶୁ ମସି
||1||
||2||
ନାଇଁ ମିଳେ ଏନ୍ତା ପରଭୁ କେଭେ କେନ ଠାନେ
ଖୁଜବ ବଇଲେ ପାଇବ କେଁ
ମୁନୁଷ ଜୀବନେ
ଆସ ଭାଇ ହୋ
ସାଙ୍ଗ ସର୍ଷା ବାପା ମଁl ମାନେ
ଖୁସି ମନଥି ପରବ ମନାମା
ନିଜର ଦିଲ ଠାନେ
କେତନୀ କେତେ ଆଶିଷ କରବେ
ଦେବେ ବର୍ଷା ଲେଖେନ ବର୍ଷି
ହୋ ଆମେ ବରଷ ସାରା ରହେମା ଖୁସି
ହୋ ଆଜି ଜନମ ହେଲେ ଈଶୁ ମସୀ......
||ସମାପ୍ତ ||
