Monday, December 1, 2025

MERRY CHRISTMASS NEW SONG||SINGER RUMKUSUNA DANCE SONG ||JISUS JANAM GITA ||ଆଜି ଜନମ ହେଲେ ଈଶୁ ମସି

                     


          Song- Merry Kule

Sing- RK ROCKSTAR RUKU Suna Lyrics- Kharbel Nanda Recording-MRR STUDIO, CUTTACK

Thanks to-Nimuel Nag, Mahendra Nanda   

ଗୀତ- Lyrics

ହେପି ହେପି ହେପି ହେପି ହୋ
ଦେଖ world ସାରା ହେପି
ଖୁସି ଖୁସି ଖୁସି ଖୁସି ହୋ
ଦେଖ world ସାରା ଖୁସି
Merry christmas
Merry chirstmas(୨)
ଖୁସିନେ ଯାଉଛେ ଭାସି
ହୋ ଆଜି ଜନମ ହେଲେ ଈଶୁ ମସି
||1||

ଆମର ଲାଗି ଯେନ ପରଭୁ ଛୁଆ ହେଇ ଆଏଲେ ସୁଖ ଦେଇ ଦୁଃଖ ନେଲେ ପାପର ଲାଗି ଯେନ ପରଭୁ ସରଗନୁ ଆଏଲେ କ୍ଷ୍ୟେମା କରି ପାପକେ ବୁହିଲେ Merry christmas Merry christmas (୨) ନାଚୁଛୁ ହସିହସି ହୋ ଆଜି ମେରି କୁଲେ କେତେ ଖୁସି ଆଜି ଜନମ୍ ହେଲେ ଆଜି ଈଶୁ ମସୀ....
ହୋ
||2|| ନାଇଁ ମିଳେ ଏନ୍ତା ପରଭୁ କେଭେ କେନ ଠାନେ ଖୁଜବ ବଇଲେ ପାଇବ କେଁ ମୁନୁଷ ଜୀବନେ ଆସ ଭାଇ ହୋ ସାଙ୍ଗ ସର୍ଷା ବାପା ମଁl ମାନେ ଖୁସି ମନଥି ପରବ ମନାମା ନିଜର ଦିଲ ଠାନେ କେତନୀ କେତେ ଆଶିଷ କରବେ ଦେବେ ବର୍ଷା ଲେଖେନ ବର୍ଷି ହୋ ଆମେ ବରଷ ସାରା ରହେମା ଖୁସି
ହୋ ଆଜି ଜନମ ହେଲେ ଈଶୁ ମସୀ......
||ସମାପ୍ତ ||
Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update