- Song : Pathahara ( Full HD Video)
- Singer : Humane Sagar
- Lyrics : Pastor P.S. Nakul
- Composer And Music Director - Tapan Turuk
- Camera & Edit : Dwarika Nath (DNP)
- Music arranger : Bapi Samal
"full lyricks "
ହେ ପ୍ରଭୁ ...ହେ ଯୀଶୁ ....
ଆ.....ଆ........ଆ .......ଆ ..........(୨ ଥର )
ହେ ପ୍ରଭୁ ...ହେ ଯୀଶୁ .... (୨ ଥର )
ଦୁଃଖ ରେ ପୂର୍ଣ ମୋ ହୃଦୟ
କେହି ନହିଁ ସାହାରା ଜୀବନେ ମୋର
ପଥ ହରା ...
ପଥ ହରା ମୁଯେ ଏ ସଂସାରେ (୨ ଥର )
ତୁମେ ହେ ପ୍ରଭୁ ପଥ ସତ୍ୟ ଓ ଜୀବନ (୨ ଥର )
=1=
ପ୍ରଭୁ ଯୀଶୁ ତୁମେ ଦୁଃଖିର ଦୁଃଖ
କରିବ ନାହିଁ ତୁଚ୍ଛ
ଭରସା ରଖିଛି ମୁ ତୁମ ଠାରେ
ପାଇବି ପରିତ୍ରାଣ (୨ ଥର )
ପଥ ହରା ...
ପଥ ହରା ମୁଯେ ଏ ସଂସାରେ
ତୁମେ ହେ ପ୍ରଭୁ ପଥ ସତ୍ୟ ଓ ଜୀବନ (୨ ଥର )
=2=
ହେ ପ୍ରଭୁ ତୁମେ ତୃପ୍ତ କଲ ମୋତେ
ସ୍ଵର୍ଗୀୟ ମାନ୍ନା ରେ
ଭରି ଦେଲ ମୋତେ ପ୍ରଭୁ ତୁମରି
ପବିତ୍ର ଆତ୍ମା ରେ (୨ ଥର )
ପଥ ହରା ...
ପଥ ହରା ମୁଯେ ଏ ସଂସାରେ ତୁମେ ହେ ପ୍ରଭୁ ପଥ ସତ୍ୟ ଓ ଜୀବନ (୩ ଥର )
=ସମାପ୍ତ=
