Sunday, November 9, 2025

ଯୀଶୁ ଆମୋ ଚିର ସାଥି ସେ ଆମୋ ସକତି ମୁକ୍ତି |JISU AMA CHIRA SATHI ( ଯୀଶୁ ଆମ ଚିର ସାଥୀ ) | AMIT PANI | Odia Christian Devotional Song


Song : Jisu Ama Chira Sathi ◦ Singer : Amit Pani
" Old Lyrics "

ଯୀଶୁ ଆମୋ ଚିର ସାଥି ସେ 

ଆମୋ ସକତି ମୁକ୍ତି   (2 ଥର )

ଚାଳରେ ଆଗେଇ ଖ୍ରୀଷ୍ଟ ସଇନ   (2 ଥର )

 ନାହିଁ ଆଉ ଭୟ ଭ୍ରାନ୍ତି 

ଭୟ ଭ୍ରାନ୍ତି  ଭୟଭ୍ରାନ୍ତି (2t)

ଯୀଶୁ ଆମୋ ଚିର ସାଥି

ଯୀଶୁ ଆମୋ ଚିର ସାଥି ....

==

ନାହିଁ ଶାନ୍ତି ନାହିଁ ତୃପ୍ତି ମରୀଚିକା ଏ ପୃଥିବୀ

କ୍ଷୁଦା ତୃଷାଭରା କାନ୍ଦେ ଏ ଜଗତ 

କାହିଁ ଶାନ୍ତି ,କାହିଁ ମୁକ୍ତି ? (୨ ଥର )

କାହିଁ ଶାନ୍ତି ,କାହିଁ ମୁକ୍ତି

ଆମେରେ ଖ୍ରୀଷ୍ଟ ସଇନ 

ଜାଳିବା ମୁକ୍ତି ମୋଶାଲ ହୋ .... (୨ ଥର )

ଦେଈ ପ୍ରତିପ୍ରାଣେ ଶାନ୍ତି

ଯୀଶୁ ଆମୋ ଚିର ସାଥି    

ଯୀଶୁ ଆମୋ ଚିର ସାଥି.....

==

କାଳବରୀ ଚୁଲେ ଦେଖ ଉଙ୍କି ମାରେ ସେହି ପ୍ରେମ

ଡାକୁ ଅଛି ଯୋଡି ଦେବ

ଭଙ୍ଗା ନିରାଶ ମନ  ହୋ ...(୨ ଥର )

ଭଙ୍ଗା ନିରାଶ ମନ

ଜାଗରେ ଖ୍ରୀଷ୍ଟ ସଇନ 

ବହନ କରି ସେ ପ୍ରେମ ହୋ ...(୨ ଥର )

ଭରୀ ପ୍ରତି ପ୍ରାଣେ ମୁକ୍ତି

ଯୀଶୁ ଆମୋ ଚିର ସାଥି

=ସମାପ୍ତ=

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update