" Old Lyrics "
ଯୀଶୁ ଆମୋ ଚିର ସାଥି ସେ
ଆମୋ ସକତି ମୁକ୍ତି (2 ଥର )
ଚାଳରେ ଆଗେଇ ଖ୍ରୀଷ୍ଟ ସଇନ (2 ଥର )
ନାହିଁ ଆଉ ଭୟ ଭ୍ରାନ୍ତି
ଭୟ ଭ୍ରାନ୍ତି ଭୟଭ୍ରାନ୍ତି (2t)
ଯୀଶୁ ଆମୋ ଚିର ସାଥି
ଯୀଶୁ ଆମୋ ଚିର ସାଥି ....
=୧=
ନାହିଁ ଶାନ୍ତି ନାହିଁ ତୃପ୍ତି ମରୀଚିକା ଏ ପୃଥିବୀ
କ୍ଷୁଦା ତୃଷାଭରା କାନ୍ଦେ ଏ ଜଗତ
କାହିଁ ଶାନ୍ତି ,କାହିଁ ମୁକ୍ତି ? (୨ ଥର )
କାହିଁ ଶାନ୍ତି ,କାହିଁ ମୁକ୍ତି
ଆମେରେ ଖ୍ରୀଷ୍ଟ ସଇନ
ଜାଳିବା ମୁକ୍ତି ମୋଶାଲ ହୋ .... (୨ ଥର )
ଦେଈ ପ୍ରତିପ୍ରାଣେ ଶାନ୍ତି
ଯୀଶୁ ଆମୋ ଚିର ସାଥି
ଯୀଶୁ ଆମୋ ଚିର ସାଥି.....
=୨=
କାଳବରୀ ଚୁଲେ ଦେଖ ଉଙ୍କି ମାରେ ସେହି ପ୍ରେମ
ଡାକୁ ଅଛି ଯୋଡି ଦେବ
ଭଙ୍ଗା ନିରାଶ ମନ ହୋ ...(୨ ଥର )
ଭଙ୍ଗା ନିରାଶ ମନ
ଜାଗରେ ଖ୍ରୀଷ୍ଟ ସଇନ
ବହନ କରି ସେ ପ୍ରେମ ହୋ ...(୨ ଥର )
ଭରୀ ପ୍ରତି ପ୍ରାଣେ ମୁକ୍ତି
ଯୀଶୁ ଆମୋ ଚିର ସାଥି
=ସମାପ୍ତ=
