Friday, August 1, 2025

କାହିଁ ପାଗଳ ପରି ବୁଲୁଛୁ .......



Song : KAHI PAGALO PARI BULUCHU 

Singer : Human Sagar (Ollywood Singer)

Lyrics & Music : Sundar Kumar

Camera : BIJAYA MAJHI

Production : BM Music

 Full Lyrics

କାହିଁ ପାଗଳ ପରି ବୁଲୁଛୁ .......

କାହିଁ ଅବାଟେ ଚାଲି ଯାଉଛୁ... 

ମାନିଜା ମାନିଜା ଯୀଶୁଙ୍କ କଥା....

 ଏ ଦୁନିୟା ରୁ ସବୁ ଦିନେ ବିଦାୟ ନେବ.. 

ଏ ଶ୍ୱାସବାୟୁ ଦିନେ ତୋର ଛାଡ଼ିକି ଯିବ... 

କାହିଁ ପାଗଳ ପରି ବୁଲୁଛୁ... 

କାହିଁ ଅବାଟେ ଚାଲି ଯାଉଛୁ... 

ମାନିଜା ମାନିଜା ଯୀଶୁଙ୍କ କଥା... 

ଦିନ ସାରିଗଲାଣି ସମୟ ଚାଲିଗଲାଣି... 

ଏ ଦୁନିୟା ରୁ ସବୁ ଦିନେ ବିଦାୟ ନେବ.... 

**1 ** 

ମୋହମାୟା ପାପଭରା ସଂସାରେ ଚାଲିଛୁ 

ଧନଲାଗି ଏଣେ ତେଣେ ବୁଲିକି ରହିଛୁ ହୋ ...

ଜାଗତିକ ପ୍ରେମେ ତୁହି ମାତିକି ରହିଛୁ 

ପାପ ବୋଲି ଜାଣିକି ବି ପାପ ତୁ କରୁଛୁ ଫେରିଆ ...

ଫେରିଆ... ଫେରିଆ.. ଫେରିଆ.. କାହିଁ ପାଗଳ ପରି ବୁଲୁଛୁ... 

କାହିଁ ଅବାଟେ ଚାଲି ଯାଉଛୁ.. ମାନିଜା ମାନିଜା ଯୀଶୁଙ୍କ କଥା.... 

ଦିନ ସରିଗଲାଣି ସମୟ ଚାଲିଗଲାଣି ଏ ଦୁନିୟା ରୁ ସବୁ ଦିନେ...... 

**2 **
ସପନ ପରି ଜୀବନ ଟି ଜାଣିହୁଏନି ଚାଲିଯିବ 

ମାଟିରୁ ତିଆରି ମଣିଷ ଟି ମାଟିରେ ମିଶିଯିବ 

କିଛି ସୁଖ ପାଇବାକୁ ଜୀବନ ଟି ହରାଇବୁ 

ଏ ସବୁ କଲେ ଶେଷ ଦିନେ ଯନ୍ତ୍ରଣା ପାଇବୁ 

ଫେରିଆ ଫେରିଆ ..ଫେରିଆ ..

ଫେରିଆ କାହିଁ ପାଗଳ ପରି ବୁଲୁଛୁ... 

କାହିଁ ଅବାଟେ ଚାଲି ଯାଉଛୁ.. 

ମାନିଜା ମାନିଜା ଯୀଶୁଙ୍କ କଥା... 

ଦିନ ସରିଗଲାଣି ସମୟ ଚାଲିଗଲାଣି... 

ଏ ଦୁନିୟା ରୁ ସବୁ ଦିନେ....

**end **

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update