LYRICS
ସ୍ତୁତି ତୁମ ହେଉ (୨)
ସାରାଜଗତରେ ପ୍ରଭୁ, ସ୍ତୁତି ତୁମ ହେଉ
ସ୍ତୁତି ତୁମ ହେଉ (୨)
ସାରାଜଗତରେ ପ୍ରଭୁ, ସ୍ତୁତି ତୁମ ହେଉ-a/group
ତୁମେ ମଙ୍ଗଳ ତୁମେ ଅନନ୍ତ
ତୁମେ ବିଶ୍ୱସ୍ତ ତୁମେ ଜୀବିତ 2x-amit
ସ୍ତୁତି ତୁମ ହେଉ (୨) -amit
ସ୍ତୁତି ତୁମ ହେଉ (୨)
ସାରାଜଗତରେ ପ୍ରଭୁ, ସ୍ତୁତି ତୁମ ହେଉ -2x group
ସାରାଜଗତରେ ପ୍ରଭୁ, ସ୍ତୁତି ତୁମ ହେଉ-amit
=୧ =
ମହିମା ସଂଭ୍ରମ ଅଟେ ପ୍ରଭୁ ତୁମ
କର୍ତ୍ତାପଣ ଓ ଗୌରବ ପ୍ରଭୁ ହେ ତୁମ
ସର୍ବଶକ୍ତିମାନ ପ୍ରେମେ ବିଭୂଷଣ
ତୁମ ପ୍ରେମ ଏ ଜଗତେ ଅଟେ ଅସୀମ
(ତୁମେ ପବିତ୍ର ତୁମେ ହିଁ ସତ୍ୟ
ତୁମେ ବିଶ୍ୱସ୍ତ ତୁମେ ଜୀବିତ )-2x amit
ସ୍ତୁତି ତୁମ ହେଉ (୨) -amit
ସ୍ତୁତି ତୁମ ହେଉ (୨)
ସାରାଜଗତରେ ପ୍ରଭୁ, ସ୍ତୁତି ତୁମ ହେଉ -2x amit
=୨=
ଏ ସାରା ଜଗତେ ଯାହା ଅବସ୍ଥିତ
ତୁମ ମହିମା ସକାଶେ ସୃଷ୍ଟି କରିଛ
ହୋ .. ତୁମେ ହିଁ ଆରମ୍ଭ ତୁମେ ପରା ଶେଷ
ତୁମେ ଅଟ ଏ ଜଗତେ ସବୁଠୁ ଶ୍ରେଷ୍ଠ
(ତୁମରି ଦୟା କରୁଣା ତୁମ
ପ୍ରତି ପ୍ରଭାତେ ଅଟେ ନୂତନ -2 x -amit
ସ୍ତୁତି ତୁମ ହେଉ (୨)
ସାରାଜଗତରେ ପ୍ରଭୁ, ସ୍ତୁତି ତୁମ ହେଉ -2x amit-group
=ସମାପ୍ତ=

No comments:
Post a Comment