Sunday, November 16, 2025

ଗୌରବ କର ପ୍ରଭୁଙ୍କର ପ୍ରଶଂସା କର ତାହାଙ୍କର| ଗୌରବ କର ll GOURABA KARA ll AKSHAY CHHINCHANI II STUDIO VERSION ll NEW CHRISTIAN SONG II PN MUSIC II

  • g : GOURABA KARA (Studio Version)
  • Singer & Music : BR..AKSHAYA CHHINCHANI
  • Lyrics : JEEBIT PANI
  • Programming & Arrengement : RICKY SAMAL
  • Camera & Edit : RICKY SAMAL

  • Poster Design : BRO. RI ..........ଗୌରବ କର .......
ଗୌରବ କର ପ୍ରଭୁଙ୍କର
ପ୍ରଶଂସା କର ତାହାଙ୍କର (2)
ସେ ଦୟା ସାଗର ସେ କ୍ଷମା ସାଗର (2)
ମହିମା ପ୍ରସଂଶା
କର ତାଙ୍କର
ସେ ଦୟା ସାଗର ସେ କ୍ଷମା ସାଗର.
--- 1-- ତ୍ରାଣକାରୀ ଆମ ଜୀବନ ର ମଙ୍ଗଳକାରୀ ପରମେଶ୍ୱର(2) ଦୀନବନ୍ଧୁ ଆମରି ପ୍ରାଣର ଦୁଃଖହାରୀ ଏହି ଜଗତର ସେ ଦୟା ସାଗର ସେ କ୍ଷମାସାଗର (2) ମହିମା ପ୍ରସଂଶା କର ତାଙ୍କର ସେ ଦୟା ସାଗର ସେ କ୍ଷମା ସାଗର ଆ------ଆ-----ଆ---ଆ--- (1) -- 2 --- ବୀଣା ବେହେଲା ରେ ସ୍ତୁତିକର ସୁମଧୁର ସୁରେ ଗାନ କର(2) କୃତଜ୍ଞତା ହୃଦେ ତାହାଙ୍କର ଗୁଣଗାନ କର ନିରନ୍ତର ସେ ଦୟା ସାଗର.. ସେ କ୍ଷମା ସାଗର ମହିମା ପ୍ରଶଂସା କର ତାଙ୍କର....... (2)
.............end............

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update