Thursday, November 20, 2025

KARANA ISWARA KALE JAGATAKU PREMA AEE MANTA |NIJA PUTRA JISUNKU DELE || SALMAN PAUL || DONTON RAULO || NEW CHRISTMAS SPECIAL SONG 2025

 

  • Song : Nija Putra Jisunku Dele (ନିଜ ପୁତ୍ର ଯୀଶୁଙ୍କୁ ଦେଲେ )
  • Singer : Salman Paul
  • Lyrics and Composition : Donton Raulo (8280885370)
  • Programming and Arrangement : Bapi Samal
  • Recording and Mix : MRR studio, ctc

  • Recording by : Bunu bhai

FULL LYRICS :

କାରଣ ଈଶ୍ୱର କଲେ
ଜଗତକୁ ପ୍ରେମ ଏମନ୍ତ...2 time
ନିଜ ପୁତ୍ର ଯୀଶୁଙ୍କୁ ସେ ଦେଲେ
ପାପରୁ ଉଦ୍ଧାର ନିମିତ୍ତ
ସବୁରି ଉଦ୍ଧାର ନିମିତ୍ତ..........
=1=
ଈଶ୍ୱର ରୁପଧାରୀ ମାନବ ପଡ଼ିଥିଲା ପାପରୂପ ବନ୍ଧନରେ ହରାଇ ନିଜର ଆତ୍ମା ପ୍ରାଣ ରହିଥିଲା ନିରୁପାୟ ଅବସ୍ଥାରେ...2 time ନ ଥିଲେ ଉଦ୍ଧାରକର୍ତ୍ତା ନ ଥିଲେରେ କେହି ମୁକ୍ତିଦାତା...2 time ନିଜ ପୁତ୍ର ଯୀଶୁଙ୍କୁ ସେ ଦେଲେ......
=2= ଆହାକି ଆନନ୍ଦର ବିଷୟ ପ୍ରଭୁ ଦେଲେ ନିଜ ପୁତ୍ର ଉପହାର ଦେବାକୁ ପରିତ୍ରାଣ ଜୀବନ ପୁତ୍ର ହେଲେ ଜଗତରେ ଅବତର...2 time ନାହିଁ ଆଉ ମୃତ୍ୟୁ ଭୟ ନାହିଁ ଆଉ ବିନଷ୍ଟର ଭୟ
ନିଜ ପୁତ୍ର ଯୀଶୁଙ୍କୁ ସେ ଦେଲେ......
=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update