Song- Andhara Gala Durei(ଅନ୍ଧାର ଗଲା ଦୁରେଇ)
Gospel Singer - Amit Pani
Lyrics & composition - Priyodas Mali
Music arrangement- Priyodas Mali
🎼 LYRICS 🎼
ଅନ୍ଧାର ଗଲା ଦୁରେଇ
ଆକାଶେ ତାରକା ଉଇଁ x2
ସରଗ ରାଇଜ
ଆନନ୍ଦେ ଉଛୁଳେ
ମରତ ପୁରରେ ତ୍ରାତା ଜନମିଲେ
ଶିଶୁ ରୂପ ନେଲେ ବୋହି
ଆମ ଯୀଶୁ ରାଜା ସେହି
ଆମ ତ୍ରାଣକର୍ତ୍ତା ସେହିଁ x2
=1=
ତାରକା ଦେଖି କେତେ ପଣ୍ଡିତ
ଗଲେ ପଛେ ପଛେ ନେଇ ସଙ୍କେତ
ସୁନା କୁନ୍ଦୁରୁ ଗନ୍ଧରସ ତ
ଭେଟୀ ଦେଲେ ନେଇ ଯୀଶୁଙ୍କ ପାଶ
ମେଷପାଳକେ ଦୁତ ସମୂହ
ସ୍ତବଗାନ କଲେ ହୋଇ ଆନନ୍ଦ
ଉର୍ଦ୍ଧେ ମହିମା ମାନବେ ଶାନ୍ତି
ପୃଥିବୀରେ ତାଙ୍କ ସୋନ୍ତଷ ପାତ୍ର ସରଗ ରାଇଜ
ଆନନ୍ଦେ ଉଛୁଳେ
ମରତ ପୁରରେ ତ୍ରାତା ଜନମିଲେ
ଶିଶୁ ରୂପ ନେଲେ ବୋହି
ଆମ ଯୀଶୁ ରାଜା ସେହି
ଆମ ତ୍ରାଣକର୍ତ୍ତା ସେହିଁ x2
=2=
ଜଗତ ପାଇଁ ଆହାଃ କି ପ୍ରେମ
ଦାନ ହେଲେ ଅଦ୍ଵିତୀୟ ସନ୍ତାନ
ସେହିଁ ତ ପଥ ସତ୍ୟ ଜୀବନ
ତାଙ୍କ ଦେଇ ଏକା ସରଗ ସ୍ଥାନ
ଶୁଭ ସମ୍ବାଦ କରି ଶ୍ରବଣ
ତାଙ୍କ ପାଦ ତଳେ ନେବା ଶରଣ
ବିଶ୍ଵାସ ଯୀଏ କରେ ଗ୍ରହଣ
ନିଶ୍ଚୟ ପାଇବ ସେ ପରିତ୍ରାଣ
ସରଗ ରାଇଜ
ଆନନ୍ଦେ ଉଛୁଳେ
ମରତ ପୁରରେ ତ୍ରାତା ଜନମିଲେ
ଶିଶୁ ରୂପ ନେଲେ ବୋହି
ଆମ ଯୀଶୁ ରାଜା ସେହି
ଆମ ତ୍ରାଣକର୍ତ୍ତା ସେହିଁ x2
ଆନ୍ଦାର ଗଲା ....
=ସମାପ୍ତ=

No comments:
Post a Comment