*Singer: Salman Paul
*Lyrics &Composition: Umakanta Digal
*Music arrangement:Bapi samal
!! Song Lyrics !!
ଆ .... ଆ .... ଆ ..
ଆ .... ହୋ .... ହୂଁ ....
ଅମୂଲ୍ଯ ପ୍ରେମେ କଲ ନିଜର
ପାଇଗଲି ମୁଁ ପ୍ରେମ ତୁମର
ଅବାଟରେ ଯାଉଥିଲା ମନ ମୋହର
ପ୍ରେମରେ ବାନ୍ଧିଲ ମୋତେ କରି ତୁମର (୨)
ଘେରିଥିଲା ମୋତେ ଅନ୍ଧକାର
ଦ୍ୟାବଳ ଶତ୍ରୁ ଶୟତାନ ର
ଅବାଟରେ ଯାଉଥିଲା ମନ ମୋହର
ପ୍ରେମରେ ବାନ୍ଧିଲ ମୋତେ କରି ତୁମର(୨)
=୧=
କ୍ଷଣ ଅଭିଳାଷେ ମଜ୍ଜିରହୁଥିଲା ସଦା ମୋହର ଜୀବନ (୨) ହୋ ....
ପ୍ରେମେ ଉଦ୍ଧାରିଲ ଶୟତାନର ଫାନ୍ଦରୁ ଦେଇ ତୁମ ପ୍ରେମ
ସତ୍ୟ ପଥ ତୁମ ଦେଖାଇଲ
ମନ୍ଦ ପଥୁ ମୋତେ ରକ୍ଷା କଲ
ଅବାଟରେ ଯାଉଥିଲା ମନ ମୋହର
ପ୍ରେମରେ ବାନ୍ଧିଲ ମୋତେ କରି ତୁମର(୨)
=୨=
ତୁମ ଆତ୍ମା ବିନା ଜଗତରେ ବଲୁଥିଲା ମୋହର ପରାଣ (୨ )ହୋ ....
ସ୍ବାର୍ଥ ପୂର୍ଣ ପାଇଁ ସଂସାର ରେ ମାତିଥିଲା ମୋହର ଏ ମନ
ବିଧି ରୁପ ପଥ ଦେଖାିଇଲ
ପାପ ପଥୁ ମୋତେ ରକ୍ଷା କଲ
ଅବାଟରେ ଯାଉଥିଲା ମନ ମୋହର
ପ୍ରେମରେ ବାନ୍ଧିଲ ମୋତେ କରି ତୁମର(୨)
=end =

No comments:
Post a Comment